ନର୍କ ଦ୍ଵାର: ଏହି ଦ୍ଵାର ଦେଇ ଯିଏ ଥରେ ଭିତରକୁ ଯାଏ,ସେ କେବେ ଜୀବନ୍ତ ଫେରେ ନାହିଁ,ଜାଣନ୍ତୁ ସେ ନର୍କ ବିଷୟରେ

ଏହି ଦୁନିଆରେ ବର୍ତ୍ତମାନ ମଧ୍ୟ ଏମିତି ସ୍ଥାନ ଅଛି, ଯାହାର ରହସ୍ୟକୁ ବୈଜ୍ଞାନିକମାନେ ମଧ୍ୟ ସମାଧାନ କରିପାରିନାହାନ୍ତି। ତୁର୍କୀରେ ଏମିତି ଏକ ସ୍ଥାନ ଅଛି ଯାହାକି ହୀରାପୋଲିସ ସହରର ନିକଟରେ ଅଟେ। ପ୍ଲୁଟୋ ଏକ ପ୍ରାଚୀନ ମନ୍ଦିର ଅଟେ। ଏହି ମନ୍ଦିରରେ ଅନ୍ଧାର ଗୁମ୍ଫା ଅଛି। ଯିଏବି ଏହି ଗୁମ୍ଫା ଭିତରକୁ ଯାଏ ସିଏ ଜୀବନ୍ତ ଫେରିପାରେ ନାହିଁ। ସେଥିପାଇଁ ଲୋକମାନେ ଏହାକୁ ନରକର ଦ୍ଵାର ବୋଲି କୁହନ୍ତି। ବୈଜ୍ଞାନିକ ଏହି ରହସ୍ୟ ଉପରୁ ପରଦା ହଟାଇପାରିନାହାନ୍ତି। କିନ୍ତୁ ତାଙ୍କର ତର୍କ ହେଉଛିକି ଗୁମ୍ଫା ମଧ୍ୟରେ ଅକ୍ସିଜେନର ଅଭାବ ରହିଛି। ଗୁମ୍ଫା ଭିତରେ କାର୍ବନ ଡାଇଅକ୍ସାଇଡର ମାତ୍ର ବହୁତ ଅଧିକ ଥିବାରୁ କୌଣସି ଜୀବଜନ୍ତୁ ଜୀବନ୍ତ ରହିପାରନ୍ତି ନାହିଁ। ଏହାସହିତ ଏକ କିମଦନ୍ତୀ ମଧ୍ୟ ଯୋଡି ଅଛି। ଲୋକମାନେ ବିଶ୍ବାସ କରନ୍ତିକି ମୃତ୍ୟୁ ୟୁନାନୀ ଦେବତାଙ୍କର ବିଷାକ୍ତ ଗ୍ଯାସ କାରଣରୁ ହେଉଅଛି। ଆସନ୍ତୁ ପଢିବା ସମ୍ପୂର୍ଣ କାହାଣୀ…

ଏହି ମନ୍ଦିରକୁ ନରକର ଦ୍ଵାରା ଏକ କାରଣରୁ କହିଥାନ୍ତି। କୁହାଯାଏକି ଗ୍ରୀକ, ରୋମାନ ସମୟରେ ଏହି ମନ୍ଦିର ଆଖପାଖରେ ଦେଖାଯାଉଥିବା ଲୋକଙ୍କର ମୁଣ୍ଡ କାଟିଦିଆଯାଏ। ସେଥିପାଇଁ ଲୋକମାନେ ଏଠାକୁ ଆସିବାକୁ ଡରନ୍ତି।

Google

ବୈଜ୍ଞାନିକମାନେ ଦାବି କରିଛନ୍ତିକି ସେମାନେ ଏଠାରେ ହେଉଥିବା ଲୋକଙ୍କର ମୃତ୍ୟୁର ରହସ୍ୟକୁ ସମାଧାନ କରିଦେଇଛନ୍ତି। ତାଙ୍କର ତର୍କ ହେଉଛିକି ଏହି ମନ୍ଦିରର ପଛରେ ତଳେ ଲଗାତାର କାର୍ବନ ଡାଇଅକ୍ସାଇଡ ଗ୍ଯାସ ନିର୍ଗତ ହୋଇଥାଏ।

ଜର୍ମାନୀର ଡୁଇସବର୍ଗ-ଏସେନ ବିଶ୍ୱବିଦ୍ୟାଳୟର ପ୍ରଫେସର ହାର୍ଡି ପଙ୍କଜ ଏହି ବିଷୟ ଉପରେ ଅନୁସନ୍ଧାନ କରିଛନ୍ତି। ତାଙ୍କର ତର୍କ ଥିଲାକି ମନ୍ଦିର ଏମିତି ଜାଗାରେ ପ୍ରସ୍ତୁତ ହୋଇଛି ପୃଥିବୀର ଯେଉଁ ଭାଗରେ ବିଷକ୍ତ ଗ୍ଯାସ ନିର୍ଗତ ହୁଏ। ଏହି କାରଣରୁ ଲୋକଙ୍କର ମୃତ୍ୟୁ ହେଉଅଛି।

ଏକ ଅନୁସନ୍ଧାନରେ ଦାବି କରାଯାଇଛିକି ପ୍ଲୁଟୋ ମନ୍ଦିର ତଳେ କାର୍ବନ ଡାଇଅକ୍ସାଇଡର ମାତ୍ର ୯୧ପ୍ରତିଶତ ରହିଛି। ଏହି କାରଣରୁ ସେଠାରେ ଜୀବଜନ୍ତୁଙ୍କର ମୃତ୍ୟୁ ହୋଇଯାଏ।

ଆଶ୍ଚର୍ଯ୍ୟର କଥା ହେଉଛିକି ଏହି ଗୁମ୍ଫାରେ କୀଟ-ପତଙ୍ଗ ଦୂରର କଥା ମଣିଷ ମାନେ ମଧ୍ୟ ଜୀବନ୍ତ ରହିପାରନ୍ତି ନାହିଁ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *