୧୩ ଲକ୍ଷ କୋଟିର କମ୍ପାନୀ ହେଉଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି, ଜାଣନ୍ତୁ ସରକାରଙ୍କୁ କେତେ ମିଳିଥାଏ ଟ୍ୟାକ୍ସ

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରି ଆଜି ଦୁନିଆର ସୁପ୍ରସିଦ୍ଧ କମ୍ପାନୀ ମଧ୍ୟରେ ଗଣନା କରାଯାଏ। କିନ୍ତୁ କଣ ଆପଣ ଜାଣିଛନ୍ତିକି ରିଲାଏନ୍ସ ଇଣ୍ଡଷ୍ଟ୍ରି ସରକାରଙ୍କୁ କେତେ ଟଙ୍କା ଟ୍ୟାକ୍ସ ଦେଇଥାନ୍ତି। ଆସନ୍ତୁ ଏହି ବିଷୟରେ ବିସ୍ତାର ଭାବରେ ଜାଣିବା।

ଏହି ବର୍ଷ ଜୁଲାଇ ମାସରେ ମୁକେଶ ଅମ୍ବାନୀ ୪୩ତମ ବାର୍ଷିକ ସମ୍ମିଳନୀରେ ସମ୍ବୋଧନ କରିଥିଲେ। ଏହି ସମ୍ବୋଧନ ସମୟରେ ସେ କହିଲେକି ରିଲାଏନ୍ସ ଇଣ୍ଡଷ୍ଟ୍ରି ଦେଶରେ ସବୁଠୁ ଅଧିକ ଜିଏସଟି ଓ ବେଟ ଦେଉଥିବା କମ୍ପାନୀ ଅଟେ। ଜିଏସଟି ଓ ବେଟର ମୂଲ୍ୟ ରୂପରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ୬୯,୩୭୨ କୋଟି ଟଙ୍କା ଦେୟ କରିଥାଏ। ଏହା କୌଣସି ଭାରତୀୟ କମ୍ପାନୀ ଦ୍ଵାରା ସର୍ବାଧିକ ଦେୟ ଅଟେ।

Google

ଏହା ବ୍ଯତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରି ଗତ ଅର୍ଥବର୍ଷରେ ୮ହଜାର କୋଟି ଟଙ୍କାରୁ ଅଧିକ ଆୟ ଜମା କରିଥିଲେ। ଆପଣଙ୍କୁ ଜଣାଇଦେଉଛୁକି ରିଲାଏନ୍ସ ଇଣ୍ଡଷ୍ଟ୍ରି ମାର୍କେଟ କ୍ୟାପିଟାଲଇଜେସନ ଦୃଷ୍ଟିରୁ ଦେଶର ସବୁଠୁ ବଡ କମ୍ପାନୀ ଅଟେ।

ଦେଖିବାକୁ ଗଲେ କମ୍ପାନୀକୁ ମାର୍କେଟ କ୍ୟାପିଟାଲଇଜେସନ ୧୫କୋଟି ଟଙ୍କାରୁ ଅଧିକ ଅଟେ। କିନ୍ତୁ ବର୍ତ୍ତମାନ ଏହା ୧୩ଲକ୍ଷ ଟଙ୍କାରୁ କମ ଅଛି। ମାର୍କେଟ କ୍ୟାପିଟାଲ କୌଣସି କମ୍ପାନୀର ମୂଳ ମୂଲ୍ୟ ହୋଇଥାଏ। ଯଦି ଋଣ କଥା କହିବା ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଋଣ ମୁକ୍ତ ହୋଇଯାଇଛି। କମ୍ପାନୀ ଏହି ଉପଲବ୍ଧିକୁ ଲକ୍ଷ୍ୟରୁ ୯ମାସ ପୂର୍ବରୁ ହାସିଲ କରିନେଇଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *