ଆଇସିସି ବିଶ୍ୱକପ t-20 : 15 ଟି ସ୍ଥାନ ପାଇଁ 86 ଦଳ ମଧ୍ୟରେ ହେବ ପ୍ରତିଯୋଗିତା । ଅଷ୍ଟ୍ରେଲିଆ କରିବ ଏହାର ଉଦ୍ଘାଟନ

2022 ବିଶ୍ୱକପ T-20ର କ୍ୱାଲିଫିକେସନ ପାଇଁ ଏକ ମହତ୍ତ୍ୱ ଖବର ସମ୍ନାକୁ ଆସିଛି । ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବର ମାସରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ସୋମବାର ସନ୍ଧ୍ୟାରେ ବୟାନ ଜାରି କରିଛି । 15 ଟି ସ୍ଥାନ ପାଇଁ 86 ଦଳ ମଧ୍ୟରେ ପ୍ରତିଯୋଗିତା ପ୍ରକ୍ରିୟା ଦୁଇଟି ଚରଣରେ ହେବ । ଏହାର ଆରମ୍ଭ 2021 ଏପ୍ରିଲ ମାସରୁ ଆରମ୍ଭ ହେବ । ପାଞ୍ଚଟି କ୍ଷେତ୍ରରେ 11 ଟି ଘରୋଇ କ୍ୱାଲିଫିକେସନ ଟୁର୍ଣ୍ଣାମେଣ୍ଟ ହେବ । ଯାହାକୁ କରୋନା ଭାଇରସ କାରଣରୁ ଏଡାଇ ଦିଆଯାଉଛି ।

Odı World Cup 2019 समाचार | पर नवीनतम समाचार Odı World Cup 2019

ଏହି ବିଶ୍ୱକପର ଉଦ୍ଘାଟନ ଅଷ୍ଟ୍ରେଲିଆ କରୁଛି ଓ ବିଶ୍ୱକପ ପାଇଁ ମଧ୍ୟ ଅଷ୍ଟ୍ରେଲିଆ କ୍ୱାଲିଫାଏ କରିସାରିଛି । 13 ମାସ ପର୍ଯ୍ୟନ୍ତ ହେବାକୁ ଯାଉଥିବା ଏହି କ୍ଵଲିଫିକେସନ ମ୍ୟାଚରେ ପ୍ରଥମରୁ ହଙ୍ଗେରୀ, ରୋମାନିଆ ଓ ସର୍ବିଆ ଭଳି ଦେଶ ଭାଗନେବେ । କ୍ରିକେଟ ଇତିହାସରେ ପ୍ରଥମଥର ଭାବରେ ଫିନଲ୍ୟାଣ୍ଡ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାଗନେବ । ଜାପାନ ମଧ୍ୟ ପ୍ରଥମଥର ପାଇଁ T-20 ବିଶ୍ୱକପରେ କ୍ଵଲିଫାଏ କରିବାପାଇଁ ଭାଗ ନେବ ।ଆଇସିସି ବିଶ୍ୱକପ T-20 : 15 ଟି ସ୍ଥାନ ପାଇଁ 86 ଦଳ ମଧ୍ୟରେ ହେବ ପ୍ରତିଯୋଗିତା । ଅଷ୍ଟ୍ରେଲିଆ କରିବ ଏହାର ଉଦ୍ଘାଟନ :-

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *