ମାଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ,ଏପଟେ ପଡୋଶୀ ଝିଅକୁ କରୁଥିଲେ ଦୁଷ୍କର୍ମ, ଏମିତି ଖୋଲିଲା ରହସ୍ୟ

ଘଟଣାଟି ଘଟିଛି ପଞ୍ଜାବର ଲୁଧିଆନାରେ | ପତ୍ନୀ ବେମାର ପଡିବା ଫଳରେ ସ୍ୱାମୀ ନିଜ ପିଲାଙ୍କ ଦେଖାଶୁଣା ଦାୟିତ୍ଵ ପଡୋଶୀଙ୍କୁ ଦେଇଥିଲେ | କିନ୍ତୁ ପଡୋଶୀଙ୍କ ବିଶ୍ୱାସରେ ବିଷ ମିଶେଇଲେ | ପଡୋଶୀ ତାଙ୍କ ନାବାଳିକା ଝିଅକୁ ଡରେଇ ଧମକେଇ ଦୁଷ୍କର୍ମ କରୁଥିଲେ | ଯାହାର ରାଜ୍ ସେତେବେଳେ ଖୋଲିଲା, ଯେତେବେଳେ ସେ ୬ ମାସର ଗର୍ଭବତୀ ହୋଇଥିଲେ | ପୀଡିତାଙ୍କ ମାଁ ଆରୋପୀ ବିରୁଦ୍ଧରେ କେଶ୍ ଦାଖଲ କରିଛନ୍ତି | ସାହେନୱଲ୍ ପୋଲିସ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଦୁଷ୍କର୍ମ କରିଥିବା ପାଇଁ ପ୍ରୋକ୍ସି ଆକ୍ଟ ଅନ୍ତର୍ଗତ କେଶ୍ କରି ମାମଲାର ତଦନ୍ତ ଜାରି ରଖିଛି

ପ୍ରିତମ କଲୋନୀରେ ରହୁଥିବା ସୁରେଶ କୁମାର (୩୫) ମୂଳରୁ ପରେ ସୁଲତାନପୁର(ୟୁପି)ର କାଦୀପୁର ଥାନା ଅନ୍ତର୍ଗତ ଗ୍ରୋଇ ଗ୍ରାମରେ ରହନ୍ତି | ଯାହାଙ୍କ ବିରୁଦ୍ଧରେ ମହିଳା ଶିକାୟତ ଦର ଦାଖଲ କରିଛନ୍ତି |

Google

ଘରେ ତାଙ୍କର ପୁଅ ଓ ୧୪ ବର୍ଷୀୟ ଝିଅ ରହୁଥିଲେ | ଆରୋପୀ ତାଙ୍କ ପତିଙ୍କ ବନ୍ଧୁ ଓ ପଡ଼ୋଶୀ ମଧ୍ୟ ଥିଲେ | ଯେଉଁଥିପାଇଁ ପତି ପିଲାଙ୍କ ଦେଖାଶୁଣା ଦାୟିତ୍ଵ ତାକୁ ଦେଇଥିଲେ |

ଆରୋପୀ ତାଙ୍କ ଝିଅକୁ ଡରାଇ ଧମକାଇ ତା ସହ ଦୁଷ୍କର୍ମ କରୁଥିଲେ | ହସ୍ପିଟାଲରୁ ଛୁଟି ପରେ ସେ ଯେତେବେଳେ ଘରକୁ ଗଲେ, ଏହାପରେ ମଧ୍ୟ ଆରୋପୀ ସୁଯୋଗ କ୍ରମେ ତାଙ୍କ ଝିଅକୁ ଡକାଇ ଦୁଷ୍କର୍ମ କରୁଥିଲେ |

ଏବେ ଦେହ ଖରାପ ହେବାରୁ ସେ ହସ୍ପିଟାଲ ଯାଇଥିଲେ | ସେଠାରେ ଜଣା ପଡିଲା କି ସେ ୬ ମାସର ଗର୍ଭବତୀ ଅଟନ୍ତି|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *