୨୬ ବର୍ଷ ଧରି ସଲମାନ ଖାନଙ୍କ ବଡ଼ି ଗାର୍ଡ ଶେରା ନିଅନ୍ତି ଏତେ ଟଙ୍କା ଦରମା, ଗୋଟିଏ ମାସର ଦରମା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡରେ ଦବଙ୍ଗ ଖାନ ସଲମାନ ସମସ୍ତଙ୍କର ପ୍ରିୟ ଅଟନ୍ତି। ସଲମାନଙ୍କ ଆଖପାଖରେ ରହୁଥିବା ଲୋକମାନେ ମଧ୍ୟ ସେତିକି ଚର୍ଚ୍ଚାରେ ରୁହନ୍ତି। ସେଥିରୁ ସଲମାନଙ୍କ ଛାଇ ସଦୃଶ ତାଙ୍କର ବଡ଼ିଗାର୍ଡ ଶେରା ଅଟେ। ଶେରାଙ୍କୁ ସବୁବେଳେ ସଲମାନଙ୍କ ସହିତ ଦେଖାଯାଇଥାଏ ଓ ସେ ତାଙ୍କର ପରିବାରର ଜଣେ ସଦସ୍ୟ ମଧ୍ୟ ଅଟନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତିକି ପାଖାପାଖି ୨୬ ବର୍ଷ ଧରି ସଲମାନ ଖାନଙ୍କ ବଡ଼ି ଗାର୍ଡ ଭାବରେ କାମ କରୁଥିବା ଶେରା ମାସକୁ କେତେ ଟଙ୍କା ଚାର୍ଜ କରନ୍ତି।

ସଲମାନ ଖାନଙ୍କ ପ୍ରିୟ ବଡ଼ିଗାର୍ଡ ଶେରାଙ୍କ ଅସଲ ନାମ ଗୁରମିତ ସିଂ। ସଲମାନଙ୍କ ଏହି ବଡ଼ିଗାର୍ଡ ସିଖ୍ ପରିବାରର ଅଟନ୍ତି। ସଲମାନଙ୍କ ସହ ସବୁବେଳେ ରହୁଥିବା ଶେରା ବର୍ଷକୁ ପ୍ରାୟ ୨ କୋଟି ଟଙ୍କା ଚାର୍ଜ କରନ୍ତି।

Google

ଅର୍ଥାତ୍ ଶେରା ମାସକୁ ପାଖାପାଖି ୧୬ ଲକ୍ଷ ଟଙ୍କା ସେଲାରି ସଲମାନଙ୍କ ପାଖରୁ ପାଇଥାନ୍ତି। ଶେରା ସଲମାନଙ୍କ କାରଣରୁ ବହୁତ ଲାଇମ ଲାଇଟରେ ରୁହନ୍ତି। ଶେରାଙ୍କୁ ମଧ୍ୟ ଜଣେ ସେଲିବ୍ରିଟି ଭାବରେ ଗଣନା କରାଯାଏ। ସଲମାନଙ୍କର ଶେରା ସହିତ ସାଙ୍ଗ ପରି ସମ୍ପର୍କ ରହିଛି।

ସଲମାନଙ୍କ ବଡ଼ି ଗାର୍ଡ ଶେରାଙ୍କୁ ଆରମ୍ଭରୁ ଫିଟ ରହିବାର ସୌକ ଅଛି। ଆରମ୍ଭ ସମୟରେ ତାଙ୍କୁ ବଡ଼ି ବିଲଡିଂ କରିବାର ସୌକ ଅଛି। ବହୁତ କମ ଲୋକ ଜାଣିଥିବେକି ସଲମାନଙ୍କ ସୁରକ୍ଷା ଉଠାଉଥିବା ବଡ଼ିଗାର୍ଡ ୨୯୮୭ରେ ଜୁନିୟର ମିଷ୍ଟର ମୁମ୍ବାଇ ଓ ଜୁନିୟର ବର୍ଗରେ ମିଷ୍ଟର୍ ମହାରାଷ୍ଟ୍ର ଟାଇଟଲ ହାସିଲ୍ କରିଛନ୍ତି।

ଶେରା ଆରମ୍ଭ ସମୟରେ ନିଜର ପିତାଙ୍କ ସହିତ ଗାଡ଼ି ରିପେୟାରିଂ କାମ କରୁଥିଲେ। ଏହା ପରେ ସେ ବଲିଉଡରେ ସୁରକ୍ଷା ଦେଇଥିବା “ଟାଇଗର ସିକ୍ତୁରିଟିଜ” ନାମକ ଏକ କମ୍ପାନୀ ପ୍ରସ୍ତୁତ କରିଲେ ଓ ୧୯୫୫ ମସିହାରେ ଶେରାଙ୍କୁ ସୋହେଲଙ୍କ ପାଇଁ ଜୀବନର ପ୍ରଥମ ସୁଯୋଗ ଦିଆଗଲା।

ସେତେବେଳେ ସୋହେଲ୍ ଖାନ ସଲମାନଙ୍କ ବିଦେଶୀ ଟୁର୍ ପାଇଁ ଶେରାଙ୍କ ସହଯୋଗ ବହୁତ୍ କାମ ଦେଇଥିଲା ଓ ଶେରାଙ୍କୁ ସଲମାନଙ୍କ ଭାଇଙ୍କ ସହିତ ସବୁବେଳେ ଦେଖାଯାଇଥାଏ।\

Google

ଜଣାଇଦେଉଛୁକି ସଲମାନଙ୍କ ବଡ଼ି ଗାର୍ଡ ଶେରା ୨୦୧୯ରେ ଶିବ ସେନାଙ୍କ ଶରଣାଧୀନ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *