୧୭ଜଣ ବୃଦ୍ଧ ମହିଳାଙ୍କୁ ହତ୍ୟା କରିବା ପରେ ଏହି ସିରିୟଲ କିଲର ୧୦୦୦ଜଣ ଲୋକଙ୍କୁ ଜୀବନରୁ ମାରିଦେଲେ?

ଆମେରିକାର ଟେକ୍ସାସରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି। ଯେଉଁଠି ଏକ ସିରିୟଲ କିଲର ବିରୁଦ୍ଧରେ ଦୁଇ ବର୍ଷରେ ତିନି ବୃଦ୍ଧ ମହିଳାଙ୍କୁ ହତ୍ୟା କରିବାର ଆରୋପ ଅଛି। ପ୍ରଥମରୁ ଏହି ହତ୍ୟାକାରୀଙ୍କ ବିରୁଦ୍ଧରେ ୧୪ଜଣ ମହିଳାଙ୍କୁ ହତ୍ୟା କରିଥିଲେ ଓ ସେମାନଙ୍କର ଜିନିଷ ସବୁ ଚୋରି କରିଥିଲେ ଓ ତାଙ୍କ ନାମରେ ଏକ ମାମଲା ରୂଜୁ କରାଯାଇଛି ଓ ଯାଞ୍ଚ ହେଉଅଛି। ବର୍ତ୍ତମାନ ଏହି ଅପରାଧ ଉପରେ ଔପଚାରିକ ରୂପରେ ତିନିଜଣ ମହିଳାଙ୍କ ହତ୍ୟାର ଆରୋପ ଯୋଡିଗଲା।

ହେଲ୍ଥକେୟାର ୱାର୍କର ହେଉଛନ୍ତି ବିଲୀ:-

ଡିସେମ୍ବର ୮ରେ ଡାଲାସର ଏକ କୋର୍ଟରେ ସ୍ୱାସ୍ଥ୍ୟସେବା କର୍ମଚାରୀ ବିଲୀ କେମିମିର ଜୋସ, ଡୋରେସ ଏବଂ ମାର୍ଗେଟ ନାମକ ତିନିଜଣ ବୟସ୍କ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୁଲାଇ ୨୦୧୬ରୁ ଡିସେମ୍ବର ୨୦୧୭ମଧ୍ୟରେ ବିଲି ଏହି ହତ୍ୟାକାଣ୍ଡ କରିଥିଲା। ବିଲି କେନିଆର ମୂଳ ବାସିନ୍ଦା ଅଛନ୍ତି ଯିଏକି ଆମେରିକାରେ ବେଆଇନ ଭାବେ ରହୁଥିଲେ। ବିଲୀଙ୍କ ବିରୁଦ୍ଧରେ ବର୍ତ୍ତମାନ ୧୭ଟି ହତ୍ୟା ମାମଲା ସହିତ ଦୁଇଟି ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ମାମଲା ରୁଜ୍ଜୁ କରାଯାଇଛି।

Google

ପ୍ରଥମେ ସାମାନ୍ଯ ମୃତ୍ୟୁ ଭାବି ହେଉଥିଲା ଯାଞ୍ଚ!

ମେଡିକାଲ ଏଗ୍ଜାମୀନରୋ ନର୍ଥ ଟେକ୍ସାସରେ ହୋଇଥିବା ୭ହତ୍ୟାରୁ ବିଲୀଙ୍କ ନାମ ଯୋଡା ଅଛି କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ବିଲୀ ଦ୍ଵାରା ସେହି ହତ୍ୟାକୁ ପରିଣାମ ଦେଇଛନ୍ତି ବୋଲି ପୃଷ୍ଟି ହୋଇନାହିଁ। ବିଲୀଙ୍କ ଉପରେ ବର୍ତ୍ତମାନ ଯେତିକି ହତ୍ୟା ମାମଲା ଚାଲିଛି, ପ୍ରଥମେ ସେଗୁଡିକର ତଦନ୍ତ ସାମାନ୍ୟ ମୃତ୍ୟୁ ଭାବି କରାଯାଉଥିଲା। କିନ୍ତୁ ଯେତେବେଳେ ବିଲୀଙ୍କ ନାମ ୨୦୧୮ରେ ଏକ ମାମଲା ସହିତ ଜଡିତ ହେଲା ସେତେବେଳେ ବିଲୀଙ୍କ ନାମ ଅନ୍ୟ ମାମଲାକୁ ନେଇ ତଦନ୍ତ ଆରମ୍ଭ କରାଗଲା। ସେତେବେଳେ ଅନୁମାନ କରାଗଲାକି ବିଲୀ ବାକି ଅନ୍ୟ ହତ୍ୟାର ଦୋଷୀ ମଧ୍ୟ ହୋଇପାରନ୍ତି।

ଏହି ମାମଲା ପରେ, ୧୦୦୦ବୃଦ୍ଧ ମହିଳାଙ୍କ ହତ୍ୟା ମାମଲାର ସନ୍ଦିଗ୍ଧ ବିଲୀ ବୋଲି ବିଶ୍ବାସ କରାଯାଉଛି। ବିଲୀ ବର୍ତ୍ତମାନ ଜେଲରେ ଅଛନ୍ତି। ତାଙ୍କର ବେଲର ମୂଲ୍ୟ ୧୧ମିଲୟନ ଡଲାର। ଅର୍ଥାତ ୮୧କୋଟି ଟଙ୍କା। ଯଦି ବିଲୀ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ମୃତ୍ୟୁର ଦଣ୍ଡ ଦିଆଯିବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *