ପତି-ପତ୍ନୀଙ୍କ ଏକ ଆଇଡିଆ(IDEA ) ଯାହା ରତନ ଟାଟାଙ୍କ ହୃଦୟକୁ ଜିତିଗଲା,ଆଉ ବଦଳିଗଲା ପତି-ପତ୍ନୀଙ୍କ ଜୀବନ,ଜାଣନ୍ତୁ ସେ ଆଇଡ଼ିଆ ବିଷୟରେ

ଆଇଡ଼ିଆ ଏମିତି ଥିଲା ଯେ ରତନ ଟାଟା ଏତେ ପ୍ରଭାବିତ ହୋଇ ଦମ୍ପତିଙ୍କୁ ନିଜ ସହ କାମ କରିବାକୁ ସୁଯୋଗ ଦେଲେ |କୁହାଯାଏ ଯଦି ଆପଣଙ୍କ ହୃଦୟରେ ପ୍ରକୃତରେ କିଛି କାମ କରିବାକୁ କ୍ଷମତା ଥାଏ,ଉପରବାଲା ଆପଣଙ୍କୁ ସଠିକ୍ ଲୋକଙ୍କ ସହ ମିଳିଥାଏ|

ଆଜି ମୁଁ ଆପଣଙ୍କୁ କହିବି ଅନଲାଇନ୍ ତେଲ ଡେଲିଭରି କରୁଥିବା କମ୍ପାନୀ ରିପୋଜର ନିର୍ମାତା ଦମ୍ପତିଙ୍କ ସମ୍ବନ୍ଧରେ ଯିଏ ବଢିଆ ବ୍ୟବସାୟ ପ୍ଲାନ୍ ଦେଇ ରତନ ଟାଟାଙ୍କୁ ଏତେ ପ୍ରଭାବିତ କଲେ ଯେ ସେହି ଦୁଇଜଣଙ୍କୁ ନିଜର ମିଟିଂ ପାଇଁ ନିମନ୍ତ୍ରଣ ଜଣାଇଲେ|

आइडिया

ଆଜି ଆପଣଙ୍କୁ କହିବି ବ୍ୟବସାୟ କ୍ଷେତ୍ରରେ ରୁଚି ରଖିଥିବା ଦମ୍ପତି ବିଷୟରେ ଯାହା ଫଳରେ ଟାଟା ପ୍ରଭାବିତ ହୋଇ ନିଜ ସହ କାମ କରିବାକୁ ସୁଯୋଗ ଦେଲେ|ଆମେ କହୁଛୁ ଚେତନ ବାଲୁଞ୍ଜ ଓ ଅଦିତି ଭୋସଲେଙ୍କ କଥା ଯିଏ ୨୦୧୫ ରେ ବିବାହ କରିଥିଲେ|ଅଦିତି ଫରେନ୍ସିକ୍ ଓ ଅନ୍ତଃରାଷ୍ଟ୍ରୀୟ ସମ୍ବନ୍ଧରେ ମାଷ୍ଟର ଡିଗ୍ରୀ ଏବଂ ଚେତନ ନିଜର ପାରିବାରିକ ପେଟ୍ରୋଲ ପମ୍ପ ସହ ଜଡ଼ିତ ଥିଲେ|

ଯଦିଓ ସେମାନଙ୍କ ପାଖରେ କିଛି କମି ନଥିଲା, ଯଦି ଚାହିଥାନ୍ତେ ସେମାନେ ନିଜର ପରିବାର ସହ ସମୟ, ବୁଲାବୁଲି ଏବଂ ପରିବାର କଥା ବୁଝୁଥାନ୍ତେ, କିନ୍ତୁ ଏମାନଙ୍କ ବ୍ୟାବସାୟିକ ସମ୍ବନ୍ଧରେ କିଛି ବଡ କରିବାର ଇଛାଶକ୍ତି ଆଇଡ଼ିଆ ଖୋଜିବାକୁ ସାମର୍ଥ୍ୟ ହେଲା|

Google

ସେ ପାରିବାରିକ ବ୍ୟବସାୟକୁ ନୂତନ ରୂପ ଦେଇଥିଲେ|ସେ ଏମିତି ଭାବିଲେ ଯେ ଏମିତି ଏକ ବ୍ୟବସ୍ଥା କରାଯାଉ ଯେଉଁଥିରେ ବଡ ବଡ ହେଭି ଗାଡ଼ିରେ ତେଲ ପକାଇବାକୁ ପମ୍ପକୁ ଯିବାକୁ ପଡୁଥିଲା ଏହାର ଉପାୟ ପାଇଁ|ଏପରି କରିବା ଫଳରେ ୨ଟି କ୍ଷତି ହେଉଥିଲା,୧-ତାଙ୍କୁ ପମ୍ପକୁ ଯାଇ ତେଲ ଆଣିବାକୁ ୨ଗୁଣା ତେଲ ଖର୍ଚ୍ଚ କରିବାକୁ ପଡୁଥିଲା,୨-ଏଥିପାଇଁ ଅଧିକ ବାୟୁ ପ୍ରଦୂଷଣ ହେଉଥିଲା|ଏହି ଦୁଇ ସମସ୍ୟାର ସମାଧାନ ପାଇଁ ସେ ହେଭି ଗାଡ଼ି ବ୍ୟବହାର କରୁଥିବା ଲୋକଙ୍କ ପାଇଁ ତାଙ୍କ ପାଖରେ ତେଲ ପହଞ୍ଚାଇବାକୁ ବ୍ୟବସ୍ଥା କରିଥିଲେ|

ଏହାପରେ ଏହାର ଚିନ୍ତାକୁ ରିପୋଜ ଷ୍ଟାର୍ଟ ଅପ୍ ନାମ ଦେଇଥିଲେ|ତାଙ୍କ ଆଇଡ଼ିଆକୁ ସଫଳ କରିବା ପାଇଁ ସେ ବଡ ବଡ କମ୍ପାନୀ ସହ ସମ୍ପର୍କ କରିଥିଲେ|ଏହି ଯୋଜନା ବିଷୟରେ ରତନ ଟାଟାଙ୍କୁ ଜଣା ପଡିବାରୁ , ତାଙ୍କୁ ଏହି ଆଇଡ଼ିଆ ପସନ୍ଦ ହେଲା|ତେଣୁ ସେ ଏହି ଆଇଡ଼ିଆ ପାଇଁ ଦମ୍ପତିଙ୍କୁ ଅଫିସ ଓ ବ୍ୟବସାୟ ପ୍ଲାନ୍ ପାଇଁ ଡକାଇଲେ ଓ ନିଜ କମ୍ପାନୀ ସହ କାମ କରିବାକୁ କହିଲେ|

ଆଜି ସେ ଡେଡ୍ ମାଇଲେଜ୍ ସମସ୍ୟା ଶେଷ କରିବା ପାଇଁ ରିପୋଜ୍ କୁ ସଫଳତା ପୂର୍ବକ ସ୍ଥାପନ କରିଛନ୍ତି|ଆଜିର ସମୟରେ ରିପୋଜ ଟାଟା ମୋଟର୍ସ ସହିତ ଅନ୍ୟ ବଡ ଅଟୋମୋବାଇଲ୍ କାମ କରୁଅଛି|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *