ଏହିଠାରେ 15 ରୁ 24 ହଜାର ଟଙ୍କା ମଧ୍ୟରେ ମିଳୁଛି ପୁରୁଣା ବାଇକ । ଏହି ବାଇକ ଗୁଡିକ ଦେଉଛନ୍ତି 80 କିଲୋମିଟର ପ୍ରତି ଲିଟର ମାଇଲେଜ

ପୁରୁଣା ବାଇକ କିଣିବାର କିଛି ଫାଇଦା ରହିଥାଏ । ପୁରୁଣା ବାଇକ କିଣିବାର ଫାଇଦା ସର୍ବପ୍ରଥମେ ଆର୍ଥିକ ଉପରେ ପଡିଥାଏ । ଏହାବ୍ୟତୀତ ନୂଆ ରାଇଡ଼ର୍ସଙ୍କ ପୁରୁଣା ବାଇକ କିଣିବ ସଠିକ ହୋଇଥାଏ କାରଣ ଏହି ଚାଳକ ନୂଆ ନୂଆ ଗାଡି ଚଲାଇବା ଆରମ୍ଭ କରିଥାନ୍ତି । ଯଦି ଆପଣଙ୍କ ବଜେଟ କମ ରହିଥାଏ ଓ ଆପଣ ପୁରୁଣା ବାଇକ କିଣିବାକୁ ଚାହୁଁଥାଆନ୍ତି ତାହେଲେ Droom ୱେବସାଇଟ ଜରିଆରେ ଆପଣ ସବୁଠାରୁ ଭଲ ବିକଳ୍ପ ଖୋଜିପାରିବେ ।

ଆପଣ ନିଜର ମନପସନ୍ଦର ବାଇକ ଏଥିରେ କିଣିପାରିବେ ଓ ଆପଣଙ୍କ ବଜେଟ ହିସାବରେ ଆପଣଙ୍କୁ ଡ଼ିସପ୍ଲେ କରାଇ ଦିଆଯିବ । ଆପଣ 20 ରୁ 30 ହଜାର ରେଞ୍ଜ ଭିତରେ ବହୁତ ଆକର୍ଷଣୀୟ ବାଇକ ଏଥିରୁ ପାଇପାରିବେ ।

Google

ବଜାଜ ଡିସ୍କଭର 100M 2013 : ବଜାଜର ଏହି ବାଇକ ସବୁଠାରୁ ଅଧିକ ସେଲ ହୋଇଥାଏ । ଏହାର ମାଇଲେଜ ମଧ୍ୟ ଭଲ ମିଳିଥାଏ । Droom ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବିକ, ଏହି ବାଇକ ସେକେଣ୍ଡ ହ୍ୟାଣ୍ଡ ବାଇକ ଅଟେ ଓ ଏହା 16,500 କିଲୋମିଟର ଚାଲିଛି । ଏହା 80 କିଲୋମିଟର ପ୍ରତି ଲିଟର ମାଇଲେଜ ଦେଖାଉଛି ଓ ଏଥିରେ 94.38 ସିସିର ଇଞ୍ଜିନ ମଧ୍ୟ ଲାଗିଛି । ଏହାର ମୂଲ୍ୟ ଆପଣଙ୍କୁ 24,000 ଟଙ୍କା ପଡିବ ।

ହିରୋ CBZ ଏକ୍ସଟ୍ରିମ 150 cc: ଏହି ବାଇକ 2008 ମଡେଲର ଅଟେ । ସୂଚନା ମୁତାବିକ ଏହି ବାଇକ 46,000 କିଲୋମିଟର ଚାଲିଛି । ଏହାସହିତ ଏହି ବାଇକ 65 କିଲୋମିଟର ପ୍ରତି ଲିଟର ମାଇଲେଜ ଦେଖାଇବା ସହ 149 ସିସି ଇଞ୍ଜିନ ଏଥିରେ ରହିଛି । ଏହାର ମୂଲ୍ୟ 16,500 ଟଙ୍କା ରଖାଯାଇଛି ।

ହିରୋ କରିଜମା 223ସିସି : ଏହି ବାଇକର 2006 ମଡେଲ ବିକ୍ରି ହେବାପାଇଁ ମହଜୁଦ ରହିଛି । ୱେବସାଇଟ ସୂଚନା ମୁତାବିକ ଏହି ବାଇକ 38,000 କିଲୋମିଟର ଚାଲିଛି ଓ 65 କିଲୋମିଟର ପ୍ରତି ଲିଟର ମାଇଲେଜ ମଧ୍ୟ ଦେଖାଉଛି । ଏଥିରେ 223 ସିସିର ଇଞ୍ଜିନ ରହିଛି ଓ ଏହାର ଦାମ 15000 ଟଙ୍କା ରଖାଯାଇଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *