ମଣିଷକୁ ମଙ୍ଗଳ ଗ୍ରହକୁ ନେବାକୁ ଯାଉଥିବା ରକେଟ ହେଲା ବ୍ଲାଷ୍ଟ,ଭାଇରାଲ ହେଉଛି ଭିଡ଼ିଓ ,ଦେଖନ୍ତୁ ବ୍ଲାଷ୍ଟ ହେବାର ଭିଡ଼ିଓ

6 ବର୍ଷ ଭିତରେ ମଙ୍ଗଳ ଗ୍ରହକୁ ନେବ । ବର୍ତ୍ତମାନ ଏହି ରକେଟ ଟେଷ୍ଟ ଫ୍ଲାଇଟ ସମୟରେ ବ୍ଲାଷ୍ଟ ହୋଇଯାଇଛି ଓ ଏହାର ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ରକେଟରେ ତିନୋଟି ଇଞ୍ଜିନ ରହିଛି । ଏହି ରକେଟ ଆମେରିକାର ଟେକ୍ସସାସ ଠାରୁ ସନ୍ଧ୍ୟାବେଳେ ଲଞ୍ଚ କରାଯାଇଥିଲା । ପ୍ରାୟ 13 କିଲୋମିଟର ଯିବାପରେ ଏହି ରକେଟ ପୃଥିବୀ ପୃଷ୍ଠରେ ଲ୍ୟାଣ୍ଡ କରୁଥିବା ସମୟରେ ବ୍ଲାଷ୍ଟ ହୋଇଯାଇଥିଲା ।

ଏହି ଷ୍ଟାରସିପ ରକେଟକୁ ପ୍ରସିଦ୍ଧ ବିଜନେସମ୍ୟାନ ଏଲନ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ତିଆରି କରୁଥିଲା । ଏହି ରକେଟର ଲକ୍ଷ୍ୟ ମାନବକୁ ମଙ୍ଗଳ ଗ୍ରହ ଓ ଚନ୍ଦ୍ରକୁ ନେବାର ଥିଲା । ଏହାବ୍ୟତୀତ 100 ଟନର କାରଗୋକୁ ମଧ୍ୟ ଏକସହିତ ମଙ୍ଗଳ ଓ ଚନ୍ଦ୍ରକୁ ନେବାରେ ଏହା ପ୍ରସ୍ତୁତ ଥିଲା । ଏହି ରକେଟର ବିସ୍ଫୋଟ ହେବାପରେ ମଧ୍ୟ ଏଲନ ମସ୍କ ବହୁତ ଆତ୍ମବିଶ୍ୱାସୀ ନଜର ଆସୁଥିଲେ । ସେ କହିଥିଲେ କି, ଏହି ବିସ୍ଫୋଟ ହେବାପରେ ତାଙ୍କୁ ସମ୍ପୂର୍ଣ୍ଣ ଡାଟା ମିଳିପାରିଛି । ମସ୍କଙ୍କ ମାନିବାକଥା ହେଲା ଆଗାମୀ 4 ରୁ 6 ବର୍ଷ ମଧ୍ୟରେ ମାନବ ଏହି ରକେଟ ସହାୟତାରେ ମଙ୍ଗଳ ଗ୍ରହରେ ପହଞ୍ଚିପାରିବ ।

Google

ପୂର୍ବ ଅନ୍ତରୀକ୍ଷ ଅଧିକାରୀଙ୍କ ଦାବି ହେଉଛି କି, ମାନବ ପୂର୍ବରୁ ହିଁ ମଙ୍ଗଳରେ ପହଞ୍ଚିସାରିଛି :-

ଆପଣଙ୍କୁ ଜଣାଇଦେଉଛୁ କି, ନାସା ସ୍ପେସ ଏକ୍ସକୁ ଷ୍ଟାରସିପ ବନାଇବାପାଇଁ ପ୍ରାୟ 135 ମିଲିୟନ ଡ଼ଲାର ଫଣ୍ଡ ଦେଇଥିଲା। ଏହାବ୍ୟତୀତ ଆମାଜନ କମ୍ପାନୀର ସିଇଓ ଜେଫ ବେଜୋସଙ୍କ ସ୍ପେସ କମ୍ପାନୀ ବ୍ଲୁ ଓରିଜନ ଓ ଡାଏନେଟିକ୍ସ ନାମକ କମ୍ପାନୀ ଆଗମେ ଏକ ଦଶକ ମଧ୍ୟରେ ମଙ୍ଗଳ ଓ ଚନ୍ଦ୍ରରେ ହେଉଥିବା ଗତିବିଧି ଉପରେ ଚେଷ୍ଟା କରିବେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *