କୃଷକମାନେ କଲେ କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାହାର ,୧୪ ଡିସେମ୍ବରରେ ପୁଣି କରିବେ ଭାରତ ବନ୍ଦ,ଜାଣନ୍ତୁ ପୁରା ଖବର

କୃଷି ସୁଧାର ନିୟମକୁ ରଦ୍ଦ କରିବା ପାଇଁ ଏବଂ ବନ୍ଦ କରିବା ପାଇଁ ଏବଂ ଏମ୍•ଏସ୍•ପି ର ଗ୍ୟାରେଣ୍ଟି ପାଇଁ ମାଗି ବାସିବା ସହ ସରକାରଙ୍କ ସଂସୋଧନ ପାଇଁ ପ୍ରସ୍ତାବକୁ ଖାରଜ କରିଦେଇଥିଲେ|ନିଜର ଦାବି ନପୂରଣ ହେବା ପର୍ଯ୍ୟନ୍ତ ସେ ଏହାକୁ ଯାରି ରଖିବେ ବୋଲି କହିଛନ୍ତି|ସରକାରଙ୍କ ଏହି ସଂସୋଧନ ପ୍ରସ୍ତାବ ଏବଂ କିସାନ ମୋର୍ଚ୍ଚାର ପ୍ରସ୍ତାବ ସହ ବୁଧବାର ଦିନ ଯାକ ଗରମାଗରମ ମାହୋଲ ରହିଥିଲା|ଏହି ସମୟରେ ବିପକ୍ଷୀୟ ଦଳ ରାଷ୍ଟ୍ରପତିଙ୍କ ସହ ଭେଟି ଏହି କାନୁନ କୁ ରଦ୍ଦ କରିବା ପାଇଁ କହିଛନ୍ତି|

ସରକାର କହିଛନ୍ତି ସଫାସଫା କହିଛନ୍ତି ଯେ ଏହି ନିୟମକୁ ଆଉ ଫେରାଇ ଯାଇପାରିବ ନାହିଁ, କିନ୍ତୁ ସେ ଏହାର ସଂଶୋଧନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି|ସରକାର କହିଛନ୍ତି ଏମ୍•ଏସ୍•ପି ମାଧ୍ୟମରେ କିଣିବା ପ୍ରକ୍ରିୟାକୁ ସେ ଲିଖିତ ଆକାରରେ ଦେବାପାଇଁ କହିଛନ୍ତି|କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ସମସ୍ତ କୃଷକ ନେତା ଆଲୋଚନା ପରେ ବୁଧବାର ଅପରାହ୍ନରେ ସଂଶୋଧନ ପାଇଁ ପଠାଇଥିଲେ|

Google

କୃଷକ ନେତା କହିଛନ୍ତି ଯେ ତିନି କୃଷି ନିୟମକୁ ବନ୍ଦ କରି ନ୍ୟୂନତମ ସମର୍ଥନ ମୂଲ୍ୟ ତଥା ଏମ୍•ଏସ୍•ପିର ଗ୍ୟାରେଣ୍ଟି ବାଲା ନିୟମ ଅଣାଯାଉ |କୃଷକମାନେ ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ଯାମ୍ କରିବାକୁ ଯୋଜନା ରଖିଛନ୍ତି|ଏହି କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀ ରୁ ଜୟପୁର ମାର୍ଗ,ଆଗ୍ରା, ଲକ୍ଷ୍ନୌ ଯାଉଥିବା ରାସ୍ତା ବନ୍ଦ କରାଯାଇଛି|କୃଷକମାନେ ୧୪ ଡିସେମ୍ବର ଦିନ ଦେଶସାରା , ଜିଲ୍ଲା, ପ୍ରଦେଶ ତଥା ସମସ୍ତ ସ୍ତରରେ ଧାରଣା ପ୍ରଦର୍ଶନ ପାଇଁ କହିଛନ୍ତି|

ପ୍ରସ୍ତାବରେ କୁହାଯାଇଛି ଯେ ନୂତନ ପ୍ରଣାଳୀରେ ବେପାରୀ ମାନଙ୍କ ପଞ୍ଜିକରଣ ବ୍ୟବସ୍ଥା ରହିବ|ସେମାନେ ଏହି କୃଷି ନିୟମକୁ ବନ୍ଦ କରିବା ପାଇଁ କହିଛନ୍ତି|ସରକାର ମଧ୍ୟ କହିଛନ୍ତି ଯାହାକିଛି ଆପତ୍ତି ରହିଛି ତାହା ସଂଶୋଧନ ପାଇଁ ସରକାର ରାଜି ଅଛନ୍ତି|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *