ସ୍ୱାମୀଙ୍କୁ ବାନ୍ଧି ୧୭ ଜଣଲୋକ ମିଶି ମହିଳାଙ୍କୁ କଲେ ବ-ଳା-ତ୍କା-ର, ଜାଣନ୍ତୁ ପୁରା ଘଟଣା

ଝାଡ଼ଖଣ୍ଡ ଡୁମକାଠାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯେଉଁଠାରେ ମଙ୍ଗଳବାର ରାତିରେ ୫ ବର୍ଷର ଶିଶୁର ମାଙ୍କ ସହିତ ୧୭ ଜଣ ମିଶିକି ଗ୍ୟାଙ୍ଗ ରେ-ଫ କରିଛନ୍ତି। ମହିଳା ଜଣକ ସ୍ୱାମୀଙ୍କ ସହ ବଜାରରୁ ଘରକୁ ଫେରୁଥିଲେ। ତା’ପରେ ଦୁ-ଷ୍କ-ର୍ମ-କାରୀମାନେ ମହିଳାଙ୍କ ସ୍ୱାମୀଙ୍କୁ ବାନ୍ଧି ଦେଇଥିଲେ, ଓ ପରେ ତାଙ୍କ ସହ ଗ୍ୟାଙ୍ଗ ରେ-ଫ କରିଥିଲେ। ପୀଡିତାଙ୍କ କହିବା ଅନୁସାରେ, ବୁଧବାର ଦିନ ପୋଲିସ ମୁଖ୍ୟ ଅଭିଯୁକ୍ତ ରାମ ମୋହଲିଙ୍କ ସମେତ ୧୭ ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।

ପୀଡିତାଙ୍କ ସ୍ୱାମୀ କହିଛନ୍ତି, ଯେ ପ୍ରତି ମଙ୍ଗଳବାର ଦିନ ଗାଁରେ ଏକ ବଜାର ବସେ। ସେ ନିଜ ପତ୍ନୀଙ୍କ ସହ ପ୍ରାୟ ଆଠଟା ବେଳେ ବଜାରରୁ ଘରକୁ ଫେରୁଥିଲେ। ରାସ୍ତାରେ ପ୍ରାୟ ୧୭ ଜଣ ବାଳକ ମଦ୍ୟପାନ କରି ଛିଡ଼ା ହୋଇଥିଲେ। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ସ୍ବାମୀଙ୍କୁ ଏବଂ ଆଉ ଦୁଇଜଣ ପତ୍ନୀଙ୍କୁ ଧରିଥିଲେ। ବାକି ପୁଅମାନେ ପତ୍ନୀଙ୍କୁ ଉଠାଇ ବୁଦାକୁ ନେଇଯାଇଥିଲେ।ତା’ପରେ ପ୍ରାୟ ରାତି ୧୨ଟା ପର୍ଯ୍ୟନ୍ତ ରେ-ଫ୍ କରିଥିଲେ। ଏହି ଘଟଣା ପରେ ଯଦି କେହି କାହାକୁ କୁହନ୍ତି, ତେବେ ତାଙ୍କୁ ହତ୍ୟା କରି ଦିଆଯିବ ବୋଲି ଧମକ ଦେଇଥିଲେ।

ମହିଳାଙ୍କ ସହ ୧୭ ଜଣ ମିଶି କରି ବ-ଳା-ତ୍କା-ର କରିଥିଲେ:-

ଏହି ମାମଲାରେ ଏସଡିପିଓ ବିଜୟ କୁମାର, ମୁଫାସିଲ ପୋଲିସ ଦାୟିତ୍ୱରେ ଥିବା ନବଲ କିଶୋର ସିଂ ଏହି ଘଟଣାର ଅନୁସନ୍ଧାନ ପାଇଁ ଜାରି କରିଛନ୍ତି। ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଡିଆଇଜୀ ସୁଦର୍ଶନ ମଣ୍ଡଳ କହିଛନ୍ତିଯେ, ଘଟଣାର ତଦନ୍ତ କରାଯାଉଛି। ଏହି ମାମଲାକୁ ସନ୍ଦେହଜନକ ବୋଲି ବର୍ଣ୍ଣନା କରି ସେ କହିଛନ୍ତିଯେ, ସମଗ୍ର ଘଟଣାର ଗଭୀର ଅନୁସନ୍ଧାନ କରାଯାଉଛି।

ସୂଚନା ଅନୁସାରେ, ଏହାପୂର୍ବରୁ ଡୁମକାରେ ମଧ୍ୟ ୧୭ ଜଣ ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁ-ଷ୍କ-ର୍ମ କରିଥିଲେ। ଯେଉଁଥିରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଧରି ଜେଲକୁ ପଠାଇ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *