ପୃଥିବୀରେ କେମିତି ସୃଷ୍ଟି ହୋଇଥିଲା ଜୀବନର ଆରମ୍ଭ,ଏହି କ୍ୟାପ୍ସୁଲ ଖୋଲିବ ରାଜ,ଜାଣନ୍ତୁ ସମ୍ପୂର୍ଣ ତଥ୍ୟ

ଜାପାନର ଅନ୍ତରୀକ୍ଷ ଯାନ କ୍ୟାପ୍ସୁଲ ହାୟାବୁସା 2 ପୃଥିବୀ ଉପରେ ଏକ କ୍ୟାପ୍ସୁଲ ରିଲିଜ କରିଛି । କୁହାଯାଉଛି କି, ଏହି କ୍ୟାପ୍ସୁଲ ସହାୟତାରେ ପୃଥିବୀରେ କେବେ ଜୀବନ ଆରମ୍ଭ ହୋଇଥିଲା ଏହାର ସମସ୍ତ ପ୍ରଶ୍ନର ଉତ୍ତର ମିଳିବ । ଏହି ଅନ୍ତରୀକ୍ଷ ଯାନ ବିଗତ 6 ବର୍ଷରେ 4 ଆରବ 82 କୋଟିରୁ ଅଧିକ ହୈରତ ଅଂଗ୍ରେଜ ଯାତ୍ରା କରିସାରିଛି ।

ଏହି ଅନ୍ତରୀକ୍ଷ ଯାନ ଏକ ଉଲ୍କାପିଣ୍ଡରୁ କିଛି ସାମ୍ପୁଲ ନେଇଥିଲା। ଏହି ଉଲ୍କାପିଣ୍ଡ ପୃଥିବୀ ଠାରୁ କୋଟି କୋଟି ମିଲ ଦୂରରେ ରହିଛି । ଜାପାନର ଏୟାରସ୍ପେସ ଏକ୍ସପ୍ଲରେସନ ଏଜେନ୍ସିଙ୍କ କହିବା କଥା ହେଲା ଏହି ହାୟାବୁସା କ୍ୟାପସୁଲ 2 ସଫଳତାର ସହିତ ପୃଥିବୀରେ ଲଞ୍ଚ କରାଯାଇଛି ଏବଂ ଜାପାନର ଷ୍ଟାଫ ଅଷ୍ଟ୍ରେଲିଆ ଯାଇ ଏହି କ୍ୟାପ୍ସୁଲକୁ ନେଇ ଆସିଛନ୍ତି ।

Google

ଏହି କ୍ୟାପ୍ସୁଲ ଜରିଆରେ ବୈଜ୍ଞାନିକ ଏହା ଜାଣିବାପାଇଁ ଚେଷ୍ଟା କରିବେ କି, ଆମ ସୋଲାର ସିଷ୍ଟମ କେମିତ ସୃଷ୍ଟି ହୋଇଛି। ଏହି କ୍ୟାପ୍ସୁଲ ପୃଥିବୀ ବାତାବରଣର 75 ମିଲ ପୂର୍ବରୁ ହିଁ ଏକ ଅଗ୍ନୀପିଣ୍ଡ ହୋଇଯାଇଥିଲା । ଏହା ସଫଳତାର ସହିତ ଅଷ୍ଟ୍ରେଲିଆରେ ଲ୍ୟାଣ୍ଡିଂ ହୋଇସାରିଛି । ଜାପାନର ଏହି ହାୟବୁସା 2 ଅନ୍ତରୀକ୍ଷଯାନ ଡ଼ିସେମ୍ବର 2 2014 ମସିହାରେ ଲଞ୍ଚ କରାଯାଇଥିଲା । ଜାନୁଆରୀ 2018ରେ ଏହି ଅନ୍ତରୀକ୍ଷ ଯାନ ଉଲ୍କାପିଣ୍ଡ ପାଖରେ ପହଞ୍ଚିଥିଲା । ସାମ୍ପୁଲ ପଠାଇବା ପାଇଁ ଏହି ଯାନ ଉଲ୍କାପିଣ୍ଡ ଠାରୁ ଦୂରେଇ ଯାଇ ନିଜର ନୂଆ ମିଶନ ଆରମ୍ଭ କରିଥିଲା ।

Google

ଏହି ମିଶନର ମ୍ୟାନେଜରଙ୍କ କହିବା କଥା ହେଲା ଏହି ସାମ୍ପୁଲର ବହୁତ କମ ଅଂଶ ବୈଜ୍ଞାନିକ ମାନଙ୍କର ଗବେଷଣା ପାଇଁ ଯଥେଷ୍ଟ ହେବ । ବୈଜ୍ଞାନିକ ମାନଙ୍କର ମାନିବାକଥା ଏହା ଯେ, ଉଲକାପିଣ୍ଡ ପୃଷ୍ଠରୁ ନିଆଯାଇଥିବା ଡାଟା ବହୁତ ଜରୁରୀ ସାବ୍ୟସ୍ତ ହେବ । ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି କି, ଏହି ଡାଟା ଉପରେ ସ୍ପେସ ରାଡ଼ିଏଶନ କୌଣସି ପ୍ରଭାବ ପକାଇ ପାରିବନାହିଁ ।

Google

ଅଷ୍ଟ୍ରେଲିଆ ନାଶନାଲ ୟୁନିଭରସିଟି ସ୍ପେସରକ ଏକ୍ସପର୍ଟ ଟ୍ରେଭର ଆୟରଲାଣ୍ଡଙ୍କ କହିବା କଥା ହେଲା,ତାଙ୍କୁ ଭରସା ଅଛି ଯେ, ଏହି ସାମ୍ପୁଲ ବିଲକୁଲ ସେହି ଉଲ୍କାପିଣ୍ଡର ସାମ୍ପୁଲ ସହିତ ମିଳିବାର ସମ୍ଭାବନା ରହିଛି । ଯେଉଁ ଉଲ୍କାପିଣ୍ଡ ଅଷ୍ଟ୍ରେଲିଆର ଭିକ୍ଟୋରିଆ ଷ୍ଟେଟରେ 50 ବର୍ଷ ପୂର୍ବରୁ ପଡିଥିଲା। ସେହିପରି ଅଷ୍ଟ୍ରୋନୋମର ବ୍ରାଡ଼ଙ୍କର କହିବା କଥା ହେଲା, ଟେକ୍ନିକ ଦିନକୁ ଦିନ ଡେଭଲପ ହେଉଥିବାରୁ ଚାଲୁଥିବା ମିଶନ ସଫଳ ରହୁଛି ଓ ବ୍ରହ୍ମାଣ୍ଡ ବିଷୟରେ ନୂତନ ତଥ୍ୟ ଜାଣିବାକୁ ମିଳୁଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *