ଟି-୨୦ ରେ ଚହଲଙ୍କ ନାମରେ ଏହି ଲଜ୍ୟାଜନକ ରେକର୍ଡ , ଯାହାକି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ,ଜାଣନ୍ତୁ ସେ ରେକର୍ଡ ବିଷୟରେ

ଭାରତ ବନାମ ଅଷ୍ଟ୍ରେଲିଆ ଭିତରେ ଖେଳାଯାଉଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଚହଲ କନକନସନ ଦ୍ଵାରା ଭଲ ପ୍ରଦର୍ଶନ କରି ଭାରତକୁ ବିଜୟ ଦେଲେ। ହେଲେ ୨ୟ ମ୍ୟାଚରେ ସେହିଭଳି ଭଲ ପ୍ରଦର୍ଶନ କରିପାରିନଥିଲେ ମାତ୍ର ସେ ୧ଟି ୱିକେଟ ଅକ୍ତିଆର କରିଥିଲେ। ନିଜର ବୋଲିଂ ବେଳେ ସେ ଖୁବ ରନ ଦେଇଥିଲେ ସେଥିପାଇଁ ତାଙ୍କୁ ଏହି ଲଜ୍ଜିତ ରେକର୍ଡ ଯୋଡି ହୋଇଗଲା ଯାହା ତାଙ୍କୁ ପସନ୍ଦ ନୁହେଁ।

୧ମ ଟି-୨୦ ରେ ଚହଲ ,ଜାଡେଜାଙ୍କ ବଦଳରେ ଖେଳିଥିଲେ। ଚହଲ ନିଜ ୪ଓଭରରେ ୫୧ ରନ ଦେଇ ଷ୍ଟିଭ ସ୍ମିଥଙ୍କ ମହତ୍ତ୍ୱପୂର୍ଣ୍ଣ ୱିକେଟ ଅକ୍ତିଆର କରିଥିଲେ। ଚହଲ ଏହା ସହିତ ଟି-୨୦ ରେ ୩ୟ ଥର ପାଇଁ ସବୁଠୁ ଅଧିକ ରନ ଦେଇଥିବା ସ୍ପିନ ବୋଲର ହେଲେ।

Google

ଦେଖନ୍ତୁ ଚହଲଙ୍କ ଲଜ୍ଜିତ ରେକର୍ଡ:-

୪/୫୨ ବନାମ ଶ୍ରୀଲଙ୍କା।

୦/୬୪ ବନାମ ଦକ୍ଷିଣ ଆଫ୍ରିକା।

୧/୫୧ ବନାମ ଅଷ୍ଟ୍ରେଲିଆ।

ଦିନିକିଆରେ ବହୁତ ରନ ଦେବାରୁ ତାଙ୍କୁ ପ୍ରଥମ ଟି-୨୦ ରେ ସ୍ଥାନ ମିଳିନଥିଲା। ହେଲେ ଜାଡେଜା ଆଘାତ ପ୍ରାପ୍ତ ହେବା ପରେ ସେ ଟିମକୁ ଆସିଥିଲେ ଏବଂ ୩ଟି ୱିକେଟ ନେଇ ଦଳକୁ ଜିତାଇବାର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *