କାରର ହ୍ୟାଣ୍ଡେଲରେ ଲୁଚି ରହିଥିଲା ଏକ ବିପଦଜନକ ଜୀବ, ଦେଖି ମହିଳାଙ୍କର ଥିଲା ଏମିତି ପ୍ରତିକ୍ରିୟା,ନଜର ପକାନ୍ତୁ ପୁରା ଖବର ଉପରେ

ଆଜିକାଲି ଆମେ ପଶୁପକ୍ଷୀଙ୍କୁ ବହୁତ୍ ବୁଝାମଣା କରୁଛୁ। ତାଙ୍କ ସହିତ ମିତ୍ରତା ପାଖରୁ ଆରମ୍ଭ କରି ଅନେକ ପ୍ରକାର ପଶୁପକ୍ଷୀଙ୍କୁ ଘରେ ମଧ୍ୟ ପାଳିଥାଉ। କିନ୍ତୁ ଅଚାନକ କୌଣସି ପଶୁପକ୍ଷୀ ଆମ ଆଖି ଆଗକୁ ଅସିଯାନ୍ତି ତେବେ ଆମେ ଆଶ୍ଚର୍ଯ୍ୟ ହୋଇଯାଇଥାଉ। କିଛି ଏମିତି ହୋଇଛି ନ୍ୟୁ ସାଉଥ ବେଲ୍ସରେ ରହୁଥିବା ଜଣେ ମହିଳାଙ୍କ ସହିତ, ଯିଏ ସାଧାରଣ ଦିନ ଭଳି ନିଜ କାରରେ ଯିବାକୁ ବାହାରିଥିଲେ। ଯେମିତି ସେ କାରର ଗେଟ ଖୋଲିବା ପାଇଁ ହାତ ବଢାଇଲେ, ଠିକ୍ ସେତିକି ବେଳେ ତାଙ୍କ ଗେଟର ହ୍ୟାଣ୍ଡେଲରେ ଏକ ବିପଜ୍ଜନକ ଜୀବ ଲୁଚି ବସିଥିଲା, ଯାହାକୁ ଦେଖି ମହିଳା ଜଣକ ଜୋରସେ ଚିଲାଇବାକୁ ଲାଗିଲେ। ସେ ଡରି ଯାଇ ଗୋଟେ ସପ୍ତାହ ପର୍ଯ୍ୟନ୍ତ କାର ପାଖକୁ ଆଦୌ ଗଲେ ନାହିଁ।

ପ୍ରାୟତଃ ଆପଣମାନେ ଫୋନରେ କଥା ହେଉଥିବା ସମୟରେ କିମ୍ବା କିଛି କାମ କରୁ କରୁ ଆପଣ ନିଜର କାରର ଗେଟ ଖୋଲିଥାଉ। କିନ୍ତୁ ଏବେ ଯଦି ଆପଣମାନେ ନିଜର କାର ଗେଟକୁ ସ୍ପର୍ଶ କରୁଛନ୍ତି, ତାହାଲେ ଟିକେ ସାବଧାନ ହୋଇଯାଆନ୍ତୁ। କାରଣ ଆପଣଙ୍କ କାରର କୋଣସି ସ୍ଥାନରେ, ଅଜଣା ଜୀବ ଆପଣଙ୍କୁ ଅପେକ୍ଷା କରୁ ନାହିଁ ତ।

Google

ମହିଳା ଜଣକ ସୋସିଆଲ ମିଡ଼ିଆରେ ଏହାର ଏକ ଫଟୋକୁ ସେୟାର କରିଛନ୍ତି, ଏହାକୁ ଦେଖି ଲୋକମାନେ ଅନୁମାନ କଲେ ଯେ, ଏହା କେଶ ଥିବା ଏକ ସ୍ପାଇଡର ଅଟେ।

ମହିଳାଙ୍କର ଏହି ସେୟାର ଫଟୋ ବହୁତ ଭାଇରାଲ ହୋଇଛି। ଏହି ଫଟୋକୁ ଫେସବୁକରେ ୩୧ହଜାରରୁ ବେଶୀ ଲୋକମାନେ ସେୟାର କରିଛନ୍ତି।

ଏହି ଜୀବକୁ ଅଷ୍ଟ୍ରେଲୀୟ ସ୍ପାଇଡର ଭାବରେ ଚିହ୍ନଟ କରାଯାଇଛି, ଯାହାକି ଅତ୍ୟନ୍ତ ବିପଜ୍ଜନକ ଅଟେ।

ଏହି ଘଟଣା ପରେ ସେ ଏତେ ଡରି ଯାଇଥିଲେଯେ, ସେ ଏକ ସପ୍ତାହ ପର୍ଯ୍ୟନ୍ତ କାର ବ୍ୟବହାର କରିନଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *