ଦେଖନ୍ତୁ ଭିଡ଼ିଓ : ଦୁଇ ବାଘଙ୍କ ମଧ୍ୟରେ ହେଲା ଖତରନାକ୍ ଲଢେଇ, ଜଣେ ଜଣଙ୍କୁ ଉଠେଇକି ଫୋପାଡ଼ି ଦେଲା,ଦେଖନ୍ତୁ କେତେ ମାତ୍ରାରେ ଭୟଙ୍କର ଥିଲା ଲଢେଇ

ଯେତେବେଳେ ବାଘ ଲଢନ୍ତି, ତାଙ୍କର ଶବ୍ଦରେ ଜଙ୍ଗଲ ପ୍ରକମ୍ପିତ ହୋଇଥାଏ|ଏମିତି ବେଳେବେଳେ ଖାତିର ବାଘର ଅଞ୍ଚଳରେ ଲଢୁଲଢୁ ପ୍ରାଣ ମଧ୍ୟ ଚାଲିଯାଇଥାଏ|ଏମିତି ଦୁଇଜଣ ଭୟଙ୍କର ବାଘ ଲଢ଼ୁଥିବା ସମୟରେ ଜଣେ ଭିଡିଓ କରି ସୋସିଆଲ ମିଡ଼ିଆରେ ଛାଡିଛନ୍ତି, ଯାହା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରୁଛି|ଏହି ୧୨ ସେକେଣ୍ଡର ଭିଡିଓରେ ଦୁଇ ବାଘ ଜଣେ ଜଣଙ୍କୁ ଫୋପାଡୁଥିବାର ଦେଖିବାକୁ ମିଳିଛି|ଏବଂ ସେମାନଙ୍କ ଭୟଙ୍କର ଗର୍ଜନ ଶୁଣି ଜଣାଯାଉଛି ଯେ ଏହି ଲଢେଇ କେତେ ମାତ୍ରାରେ ଭୟଙ୍କର|

ଏହି ଭିଡିଓ ଟୁଇଟର ୟୁଜର ୱଇଲ୍ଡସେନ୍ସ ସେୟାର କରିଥିଲେ|କ୍ୟାପସନ୍ ରେ ଲେଖିଛନ୍ତି “କିଛି ଝଗଡ଼ା ଘାତକ ଅଟେ|ବାଘ ମୃତ୍ୟୁର କାରଣ ଅଞ୍ଚଳରେ ହେଉଥିବା ଲଢେଇ ମଧ୍ୟ ଅଟେ|ଆଜି ରନ୍ଥୋମ୍ବରରେ..ଏହି ଆବାଜ ପାଇଁ ହେଡଫୋନର ବ୍ୟବହାର କରନ୍ତୁ”ଭିଡିଓରେ ଦେଖାଯାଇଛି ଯେ ଦୁଇ ବାଘ ଜଣେ ଜଣଙ୍କ ସହ ଲଢୁଛନ୍ତି|ଏହି ସମୟରେ ଭୟଙ୍କର ଗର୍ଜନ କରୁଥାଏ, ଯାହା ଶୁଣିକି ଲୋମ ଟାଙ୍କୁରି ଉଠିବ|

ଆଇଏଫସ ପରବିନ କାଶୱନ୍ ଏହି ଭିଡିଓକୁ ସେୟାର କରିଥିଲେ|ସେ କ୍ୟାପସନ୍ ରେ ଲେଖିଛନ୍ତି ଦୁଇ ବାଘ ଲଢେଇ କରୁଛନ୍ତି, ଏହି ସମୟରେ ଭୟଙ୍କର ଗର୍ଜନ ହେଉଛି, ଏହାକୁ ଶୁଣିବା ପାଇଁ ହେଡଫୋନର ବ୍ୟବହାର କରନ୍ତୁ|ଏହା ସହ ଜଙ୍ଗଲର‌ ସ୍ୱର ମଧ୍ୟ ରହିଛି|ହ୍ୱଟ୍ସଆପ୍ ରେ ଜଣେ ସାଙ୍ଗଙ୍କୁ ଏହି ଭିଡିଓ ପଠାଇଥିଲେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *