ଇଜ୍ରାଏଲର ଏହି ବ୍ୟକ୍ତିଙ୍କୁ ମାରି ଇରାନ ନିଜର ବୈଜ୍ଞାନିକଙ୍କର ନେଲା ପ୍ରତିଶୋଧ

ଇଜ୍ରାଏଲଏରୁ ଆଜି ଏକ ବଡ ଖବର ଆସିଅଛି। ସେଠାକାର ସିକ୍ରେଟ ଏଜେନ୍ସି ମୋସାଦର ଜଣେ କମାଣ୍ଡରଙ୍କୁ ବହୁତ ବର୍ବରତା ଭାବରେ ହତ୍ୟା କରିଦେଇଛି। କମାଣ୍ଡରଙ୍କ ମୃତ୍ୟୁ ବିଷୟରେ ତଥ୍ୟ ଇରାନର ମିଡିଆ ଦେଇଛି। କିନ୍ତୁ ହତ୍ୟା କିଏ ଓ କାହିଁକି କରିଛନ୍ତି। ଏହି ବିଷୟରେ ବର୍ତ୍ତମାନ କୌଣସି ସୂଚନା ଦିଆଯାଇ ନାହିଁ।

ସୋସିଆଲ ମିଡିଆରେ ଅନେକ ଲୋକ ଦାବି କରୁଛନ୍ତିକି ଏହି ହତ୍ୟା ଇରାନ ବଦଳିବା ଉଦ୍ଦେଶ୍ୟରେ ହତ୍ୟାକାଣ୍ଡ କରିଛନ୍ତି। ଇରାନର ସିକ୍ରେଟ ଏଜେନ୍ସି ହିନାବୀଙ୍କ ହତ୍ୟା କରି ଇରାନର ପରମାଣୁ ବୈଜ୍ଞାନିକଙ୍କର ହତ୍ୟାର ପ୍ରତିଶୋଧ ନେଇଛନ୍ତି।

Google

ଇଜ୍ରାଏଲ ମିଡିଆ କାହାରି ନାମ ନନେଇ କହିଛିକି ରାଜଧାନୀ ତେଲ ଅବିବରେ ୪୫ବର୍ଷୀୟ ବ୍ୟକ୍ତିଙ୍କର ହତ୍ୟା ହୋଇଛି। ସେ ମୃତକଙ୍କର ନାମ ସ୍ପଷ୍ଟ ଭାବରେ ଉଲ୍ଲେଖ କରିନାହାନ୍ତି।

ପରମାଣୁ ବୈଜ୍ଞାନିକଙ୍କ ହତ୍ୟାର ନେଲେ ପ୍ରତିଶୋଧ:-

ଇରାନୀ ମିଡିଆ ମୃତକଙ୍କର ପରିଚୟ ଦେଇ ଦାବି କରିଛିକି ମାରିଦିଆଯାଇଥିବା ବ୍ୟକ୍ତି ହେଉଛନ୍ତି ଇଜ୍ରାଏଲର ସିକ୍ରେଟ ଏଜେନ୍ସିର ସିନିୟର କମାଣ୍ଡର।

ଗୁରୁବାର ତାଙ୍କର ହତ୍ୟା କରାଯାଇଥିଲା। ମାରିଦିଆଯାଇଥିବା ମୋସାଦ ଅଧିକାରୀଙ୍କ ନାମ ଫହମୀ ହିନାବୀ ଅଟେ। ସୋସିଆଲ ମିଡିଆରେ ଏହି ହତ୍ୟାକାଣ୍ଡର ଭିଡିଓ ଭାଇରାଲ ମଧ୍ୟ ହୋଇଥିଲା। ଲୋକମାନେ ନିଜ ନିଜର ଶୈଳୀରେ ଅନୁମାନ ଲଗାଇଥିଲେ।

କେମିତି କରାଗଲା ହତ୍ୟା:-

ମାରିଦିଆଯାଇଥିବା କମାଣ୍ଡରଙ୍କ ବିଷୟରେ ଇରାନର ସରକାର ମିଡିଆ ତରଫରୁ କୁହାଯାଇଛିକି ଇଜ୍ରାଏଲ ମୋସାଦା କମାଣ୍ଡର ନିଜର କାରରେ ତେଲ ଅବିବରେ ରେଡ ଲାଇଟରେ ଅପେକ୍ଷା କରିଥିଲେ। ସେତେବେଳେ ତାଙ୍କର ଗାଡି ଉପରେ ଆକ୍ରମଣ କରାଯାଇଥିଲା। ତାଙ୍କ ଉପରେ ୧୫ ରାଉଣ୍ଡର ଗୁଳି ଚାଲିଥିଲା।

Google

କମାଣ୍ଡରଙ୍କ ହତ୍ୟା କରିବା ପରେ ଆକ୍ରମଣ ସ୍ଥାନରୁ ପଳାଇଯାଇଥିଲେ। ବର୍ତ୍ତମାନ ପର୍ଯ୍ଯନ୍ତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓର କୌଣସି ପୃଷ୍ଟି ହୋଇନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *