ଡାକ୍ତର ଜଣକ ଏମିତି ଶୈଳୀରେ ଛୋଟ ଛୁଆକୁ ଦେଲେ ଇଞ୍ଜେକସନ,ଆପଣ ବି ଦେଖିଲେ କହିବେ ଯେ ଏ ଡାକ୍ତର ହେଉଛନ୍ତି ଦୁନିଆର ସର୍ବ ଶ୍ରେଷ୍ଠ ଡାକ୍ତର,ଜାଣନ୍ତୁ କେଉଁ ଶୈଳୀରେ ଡାକ୍ତର ଇଞ୍ଜେକ୍ସନ ଦେଲେ ?

ସୋସିଆଲ ମିଡ଼ିଆରେ ହୃଦୟସ୍ପର୍ଶୀ ଭିଡିଓ ବହୁତ ରହିଛି|ଏବେ କିଛିଦିନ ପୂର୍ବେ କିଛି କୈତୁକିଆ ଓ ମଜାଦାର ଭିଡିଓ ଦେଖିବାକୁ ମିଳିଛି|ନୂତନ ଭିଡିଓରେ ଡାକ୍ତର ସାହେବଙ୍କ ଇଞ୍ଜେକସନ ଦେବା ଶୈଳୀକୁ ଦେଖି ଲୋକେ ତାଙ୍କର ଫ୍ୟାନ ହୋଇଯାଇଛନ୍ତି|ସତ ମାନନ୍ତୁ ଆପଣ ବି ଦେଖିଲା ପରେ ତାଙ୍କୁ ସର୍ବଶ୍ରେଷ୍ଠ ଡାକ୍ତର ବୋଲି କହିବେ |

Google

ଏହି ଭିଡିଓକୁ ଟୁଇଟରର ୟୁଜର ବିଟେଙ୍ଗବିଡେନ୍ ସେୟାର କରିଛନ୍ତି|କ୍ୟାପସନରେ ଲେଖିଛନ୍ତି”ସେ ବହୁତ ଭଲ, ସବୁଠାରୁ ଭଲ ଡାକ୍ତର”|ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓ ୩୨ଲକ୍ଷ ଭିଉଜ୍,୧୪ ହଜାରରୁ ଉର୍ଦ୍ଧ୍ଵ ଲାଇକ୍ ମିଳି ସାରିଛି|ବହୁତ ଲୋକ ପ୍ରତିକ୍ରିୟାରେ କହିଛନ୍ତି ଏହାକୁ କହନ୍ତି ମନଧ୍ୟାନ ପୂର୍ବକ କାମ|

ଏହି ୩୨ ସେକେଣ୍ଡର ଭିଡିଓରେ ଡାକ୍ତର ଖେଳି-ଖେଳି ଏକ ଛୋଟ ଛୁଆକୁ ଇଞ୍ଜେକସନ ଦେଉଥିବା ଦେଖାଯାଉଛି|ସବୁଠାରୁ ବଡ କଥା ହେଲା ସେ ଏମିତି ଇଞ୍ଜେକସନ ଦେଉଛନ୍ତି, ଛୁଆକୁ ଛୁଞ୍ଚିର ପୀଡା ମଧ୍ୟ ଅନୁଭୂତ ହେଉନଥିଲା|ସେ କେବଳ ଡାକ୍ତରଙ୍କୁ ଦେଖୁଥିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *