ନୌସେନା ଯବାନ ମାନଙ୍କର ସ୍ତ୍ରୀ ମାନେ ଘରେ ଏକା ସମୟରେ କରିଥାନ୍ତି ଏହି କାମ,ଜାଣିଲେ ଆପଣ ଚମକି ପଡ଼ିବେ

ପ୍ରତିବର୍ଷ ଡିସେମ୍ବର 4 ତାରିଖରେ ନୌସେନା ଦିବସ ପାଳନ କାରାଯାଏ । 1971 ମସିହାରେ ଭାରତୀୟ ନୌସେନା ପକିସ୍ତାନ ବିପକ୍ଷରେ ବିଜୟ ଲାଭ କରିଥିବାରୁ ଏହି ଡିସେମ୍ବର 4 ତାରିଖକୁ ନୌସେନା ଦିବସ ରୂପରେ ପାଳନ କରାଯାଏ। ଏମିତିରେ ତ ଆମକୁ ନାଭି ଅଫିସର୍ସ ମାନଙ୍କ ଜୀବନ ବହୁତ ପ୍ରଭାବଶାଳୀ ମନେହୁଏ କିନ୍ତୁ ବାସ୍ତବରେ ଏହା ବହୁତ ଜଟିଳତମ ଅଟେ । ତାଙ୍କୁ ବହୁତ ବର୍ଷ ଧରି ପରିବାର ବ୍ୟତୀତ ସମୁଦ୍ରରେ ରହିବାକୁ ପଡିଥାଏ । ଯେଉଁଠାରେ ନେଟୱର୍କ ରହିଥାଏ ନାକି ସିଗନାଲ । ଏହାବ୍ୟତୀତ ଖାଆସ କରି ସମସ୍ୟା ଅଫିସରଙ୍କ ପତ୍ନୀଙ୍କୁ ହୋଇଥାଏ । ଆସନ୍ତୁ ଜାଣିବା ସେହିସବୁ ବିଷୟରେ ।

ଅପରେସନ ଟ୍ରାଇଡେଣ୍ଟ ଦ୍ୱାରା 1971 ମସିହା ଡ଼ିସେମ୍ବର 4 ତାରିଖରେ ଭାରତୀୟ ନୌସେନା ପାକିସ୍ତାନର କରାଚୀ ନୌସେନା ଅଡ୍ଡା ଉପରେ ଆକ୍ରମଣ କରିଥିଲା । ଏହି ଅପରେସନର ସଫଳତାକୁ ଧ୍ୟାନରେ ରଖି ଏହିଦିନକୁ ପ୍ରତିବର୍ଷ ନୌସେନା ଦିବସ ରୂପରେ ପାଳନ କରାଯାଏ ।

Google

ଜଣେ ନାଭି ଅଫିସରଙ୍କ ଜୀବନ ବହୁତ ଜଟିଳତାପୂର୍ଣ ହୋଇଥାଏ । ସାଧାରଣତଃ ଆମେ କହିଥାଉ ଏମାନଙ୍କର ଲାଇଫ ସେଟ ଅଟେ କିନ୍ତୁ ମାସ ମାସ ଏପରିକି ବର୍ଷ ବର୍ଷ ମଧ୍ୟ ସେ ନିଜ ପରିବାର ଠାରୁ ଦୂରରେ ସମୁଦ୍ର ଭିତରେ ରହି ଆମକୁ ସୁରକ୍ଷା ଦେଇଥାନ୍ତି ।

ଇଣ୍ଡିଆନ ନାଭି ଅଫିସରଙ୍କ ପତ୍ନୀ ହେବା ବହୁତ ମୁସ୍କିଲ ଓ ଏପରିକି ସ୍ୱାମୀଙ୍କ ବିନା ବହୁତ ସମୟ ଧରି ଏକଳା ରହିବାକୁ ପଡିଥାଏ । ବର୍ତ୍ତମାନ କୋରାରେ ଜଣେ ନାଭି ଅଫିସରଙ୍କ ପତ୍ନୀ କହିଥିଲେ, ସେ ନିଜର ସ୍ୱାମୀଙ୍କ ବ୍ୟତୀତ କେମିତି ଜୀବନ ଅତିବାହିତ କରୁଛନ୍ତି ।

ନୌସେନା ଅଫିସରଙ୍କ ଡ୍ୟୁଟି ପ୍ରତିଦିନ 9 ଟାରୁ 5 ହୋଇନଥାଏ । ଥରେ ଡ୍ୟୁଟି ଆସିଲେ ଏକସପ୍ତାହ କହି ମାସ ମାସ ହୋଇଯାଏ । ଏମିତିରେ ନୌସେନାଙ୍କ ପତ୍ନୀ ହେବାତ ବହୁତ ଗୌରବର ବିଷୟ କିନ୍ତୁ ପତ୍ନୀ ସ୍ୱାମୀଠାରୁ ବହୁତ ଦୂରରେ ରହିବା କାରଣରୁ ଆଶଙ୍କା ସବୁବେଳେ ଉଙ୍କି ମାରୁଥାଏ।

ନାଭି ଅଫିସରଙ୍କ ପତ୍ନୀ କହିଛନ୍ତି, ସାଧାରଣତଃ ପ୍ରାୟ ଲୋକ ଭାବୁଥିବେ ଅଫିସରଙ୍କ ପତି ବଙ୍ଗଳାରେ ରହୁଥିବେ କିନ୍ତୁ ସେମାନେ ମଧ୍ୟ ଏକ ସାଧାରଣ ଘରେ ରୁହନ୍ତି । ନାଭି ଅଫିସର ପତ୍ନୀଙ୍କ ସମୟ ଅଧିକତର ପତିଙ୍କ ଫ୍ୟାମିଲି ଓ ଛୁଆ ମାନଙ୍କ ସହିତ ବିତିଥାଏ ।

ନାଭି ଅଫିସରଙ୍କ ପତ୍ନୀ ମାନଙ୍କ ପାଇଁ ସମସ୍ୟାର କଥା ସେତେବେଳେ ଆସିଥାଏ ଯେତେବେଳେ ସେମାନଙ୍କ ପିଲା ପଚାରିଥାନ୍ତି ବାପା କେବେ ଆସିବେ ? ପିଲାମାନଙ୍କର ଦେଖାଶୁଣା ଓ ଶାଶୁ ଶ୍ୱଶୁରଙ୍କ ସେବାରେ ସେମାନଙ୍କର ସମୟ ଅତିବାହିତ ହୋଇଯାଇଥାଏ ।

ଅଫିସରଙ୍କ ପତ୍ନୀ ହେବା ବହୁତ ମୁସ୍କିଲ ଅଟେ ଏମିତିରେ ସେମାନଙ୍କୁ ପ୍ରତିଥର ଘର ପରିବର୍ତ୍ତନ କରିବାକୁ ପଡିଥାଏ । ସମସ୍ତ ଜିନିଷ ପତ୍ର ମଧ୍ୟ ତାଙ୍କୁ ପ୍ୟାକିଙ୍ଗ କରିବାକୁ ପଡିଥାଏ। କୌଣସି ପର୍ବ ପର୍ବାଣୀ ଆସିଲେ ପତିଙ୍କ ବିନା ସେମାନଙ୍କୁ ପାଳନ କରିବାକୁ ପଡିଥାଏ ।

Google

ଶେଷରେ ଯେତେବେଳେ ତାଙ୍କର ପତି ଆସିଥାନ୍ତି ସେତେବେଳେ ସେ ସମ୍ପୂର୍ଣ୍ଣ ସମୟ ପରିବାର ସହିତ ରହିଥାନ୍ତି। ଏହିଦିନ ପାଇଁ ସେ ଅପେକ୍ଷା କରି ରହିଥାନ୍ତି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *