ଆଜିର ସୁନାର ଦର : ଶସ୍ତା ହେଲା ସୁନା – ରୂପା, କିଣା କିଣି ପାଇଁ ଏହା ଠାରୁ ଭଲ ସୁଯୋଗ ମିଳିବ ନାହିଁ,ଜଲଦି କିଣନ୍ତୁ

ବର୍ତ୍ତମାନ ସମୟରେ ସୁନାର ମୂଲ୍ୟ ରେ କମ ବେଶୀ ଦେଖାଯାଉଛି। ସେହିପରି ସୁନାର ଦର ଆଜି କମିଅଛି କିନ୍ତୁ ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ। ବିବାହ ସିଜିନ ସମୟରେ ସୁନାର ମୂଲ୍ୟରେ ଏନସିଏକ୍ସ ମୂଲ୍ୟ ଉପରେ ଡିଲିବରି ସୁନା ୫୧୦୬୭ ଟଙ୍କା ପ୍ରତି ୧୦ଗ୍ରାମ ଦର ହୋଇଯାଇଛି। ଯେତେବେଳେ କି ମଙ୍ଗଳବାର ଦିନ ୧୧୭ ଟଙ୍କା କମି ତାହା ୫୦୯୫୦ ଟଙ୍କା ହୋଇଯାଇଥିଲା। ବ୍ୟବସାୟ ଆରମ୍ଭ ସମୟରେ ୫୦୯୧୦ ଟଙ୍କା ର ନ୍ୟୁନତମ ସ୍ତର ଓ ୫୦୯୯୨ ଟଙ୍କା ଥିଲା ସର୍ବୋଚ୍ଚ ସ୍ତର। ସକାଳ ୧୦ ଟା ବେଳେ ଏହା ୧୩୫ଟଙ୍କା କମି ଏହାର ମୂଲ୍ୟ ୫୦୯୩୨ ଟଙ୍କା ରେ ଟ୍ରେଡ କରୁଥିଲା।

ବୈଶିକ ବଜାର ରେ ଏହି ମୂଲ୍ୟ:-

ଏନସିଏକ୍ସ ସିକ୍ୟୁରିଟି ଅନୁସାରେ ବୈ ଶିକ ବଜାରରେ ବହୁମୂଲ୍ୟ ଧାତୁର ମୂଲ୍ୟ ବଢିବା ଯୋଗୁଁ ଦିଲ୍ଲୀରେ ସର୍ରଫା ବଜାରରେ ସୋମବାର ଦିନ ସୁନା ୧୦୩ ଟଙ୍କା ବୃଦ୍ଧି ହୋଇ ୫୧,୨୮୬ ପ୍ରତି ୧୦ ଗ୍ରାମ ହୋଇଥିଲା। ଗତ ବର୍ଷ ବ୍ୟବସାୟ ରେ ସୁନା ୫୧,୧୮୩ ଟଙ୍କା ପ୍ରତି ୧୦ ଗ୍ରାମ ଥିଲା।

Google

ସୋମବାର ଦିନ ଆମେରିକୀୟ ଡ଼ଲାରର ଦୃଢ଼ ସ୍ଥିତି ଯୋଗୁଁ ୩୨ ପଇସା ହ୍ରାସ ସହିତ ୭୪.୪୨ ପ୍ରତି ଡ଼ଲାର ହୋଇଥିଲା। ବୈଶିକ ବଜାରରେ ସୁନାର ଦର ବୃଦ୍ଧି ସହିତ ୧୮୮୫ ଡ଼ଲାର ପ୍ରତି ଓସ ଥିଲା ଯେତେବେଳେକି ରୂପାର ଦର ୨୩.୮୩ ଡ଼ଲାର ପ୍ରତି ଓସ ଥିଲା।

୧୨ ବର୍ଷରେ ସର୍ବନିମ୍ନ ବିକ୍ରିର ଆଶଙ୍କା ୧୨ ବର୍ଷ ମଧ୍ୟରେ ସୁନା ବିକ୍ରି ସର୍ବନିମ୍ନ ହେବ ବୋଲି ଆଶା କରାଯାଉଛି। କରୋନା ମହାମାରୀ ଲୋକଙ୍କ ସୁନା କିଣିବାର କ୍ଷମତାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ପର୍ବ ପର୍ବପର୍ବାଣୀରେ ଦେଶର ସୁନାର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥାଏ। କିନ୍ତୁ ଏଥର କରୋନା ସଂକ୍ରମଣ ଯୋଗୁଁ ଏବଂ ଦୁର୍ବଳ ଅର୍ଥନୀତି ହେତୁ ସୁନା ବିକ୍ରି ଗତ ବର୍ଷ ତୁଳନାରେ କମ୍ ହେବ ବୋଲି ଆଶା କରାଯାଉଛି। ଗତ ବର୍ଷ ଉତ୍ସବରେ ୧୯୪ ଟନ୍ ସୁନା ବିକ୍ରି ହୋଇଥିଲା। ଭାରତରେ, ଚଳିତ ବର୍ଷ ପର୍ବ ପର୍ବାଣୀରେ ସୁନା ବିକ୍ରି ୨୦୦୮ ଠାରୁ ସର୍ବନିମ୍ନ ବୋଲି ଆକଳନ କରାଯାଇଛି।

ଆରବିଆଇ ବିକ୍ରି କରିଲା ଏତିକି ଟନ ସୁନା:-

ଜୁଲାଇ-ସେପ୍ଟେମ୍ବର, ଏହି ତିନି ମାସରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପାଖାପାଖି ୧୨.୧ ଟନର ସୁନା ବିକ୍ରି କରିଛି। ଏକ ଦଶକ ପରେ ପ୍ରଥମ ଥର ଏମିତି ହୋଇଛି ଯେଉଁଠି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସୁନା କିଣିବା ବଦଳରେ ବିକ୍ରି କରିଛି। ୨୦୧୯ ସେପ୍ଟେମ୍ବରରେ ଆରବିଆଇ ୧୪୧.୯ ଟନ ସୁନା କିଣିଥିଲା। ୨୦୨୦ରେ ସେପ୍ଟେମ୍ବରରେ ସେ ୧୨ ଟନ ସୁନା ବିକ୍ରି କରିଛି।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *