ଯେତେବେଳେ ଶାହରୁଖ ଖାଁ,ଆମ୍ବାନିର ପୁଅକୁ ପଚାରିଲେ ପ୍ରଥମ ଦରମା ବିଷୟରେ,ଜବାବ ସୁଣିକି ସ୍ତବ୍ଧ ହୋଇଗଲେ କିଙ୍ଗ ଖାନ

ଦେଶର ସବୁଠାରୁ ଉଦ୍ୟୋଗପତି ମୁକେଶ ଅମ୍ବାନୀ ନିଜ ପରିବାର ପାଇଁ ସବୁବେଳେ ଚର୍ଚ୍ଚିତ|ଅମ୍ବାନୀ ପରିବାର ବଲିଉଡ୍ ସହ ବହୁ ପୁରୁଣା ସମ୍ବନ୍ଧ ରହିଛି|ବଲିଉଡ୍ ର ବହୁ ପୁରୁଣା କଳାକାର ଅମ୍ବାନୀ ପରିବାରର ବିବାହ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତି|ବହୁତ କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମସ୍ତି ମଧ୍ୟ କରନ୍ତି|ଆସନ୍ତୁ ଏହିଭଳି ଏକ ବିଶେଷ ମୂହୁର୍ତ୍ତର ଚର୍ଚ୍ଚା କରିବା

ଏହି ଘଟଣା ୨୦୧୭ ମସିହାର ଓ ଏହଖ ସହିତ ବଲିଉଡ୍ ର ଦିଗ୍ଗଜ ଅଭିନେତା ସାହାରୁଖ ଖାଁ ଜଡ଼ିତ|ରିଲାଏନ୍ସ ୪୦ବର୍ଷ ପୂରା ହେବା ଫଳରେ ଅମ୍ବାନୀ ପରିବାର ଗୁଜରାଟର ଜାମନଗରେ ଏହାର ଆୟୋଜନ କରିଥିଲେ|ଏଥିରେ ବହୁତ ବିଶିଷ୍ଟ ଅଭିନେତା ସାମିଲ ହୋଇଥିଲେ|ଏହି କାର୍ଯ୍ୟକ୍ରମର ହୋଷ୍ଟ ଅଭିନେତା ସାହାରୁଖ ଖାଁ କରିଥିଲେ|

Google

କାର୍ଯ୍ୟକ୍ରମ ହୋଷ୍ଟ କରିବା ସମୟରେ ଖାଁ ଅମ୍ବାନୀ ପରିବାର ସହ ତଥା ପିଲାଙ୍କ ସହ ବହୁତ ମସ୍ତି କରିଥିଲେ|ସେ ମଧ୍ୟ ଆକାଶ ଅମ୍ବାନୀ ଓ ଈଶା ଅମ୍ବାନୀ ସହିତ ଜମେଇ କରି ନାଚି ଥିଲେ|ଏହି ସମୟରେ ମୁକେଶ ଅମ୍ବାନୀର ଅନ୍ୟ ଏକ ପୁତ୍ର ଅନନ୍ତ ଅମ୍ବାନୀ ଶାହାରୁଖଙ୍କୁ ଏମିତି କଥା କହିଲେ ଯେ କିଙ୍ଗ୍ ଖାଁର କହିବା ବନ୍ଦ ହୋଇଯାଇଥିଲା|

ଏହି କାର୍ଯ୍ୟକ୍ରମରେ ଶାହାରୁଖ ଖାଁ ଅନନ୍ତ ଅମ୍ବାନୀଙ୍କୁ ନିଜର ପ୍ରଥମ ଦରମା ବିଷୟରେ ପଚାରିଥିଲେ|ଏହାର ଜବାବ ଦେଇ ଅନନ୍ତ ଅମ୍ବାନୀ ଯାହା କହିଲେ ଶାହାରୁଖ ଖାଁ ଙ୍କ କହିବା ବନ୍ଦ ହୋଇଯାଇଥିଲା|ଅନନ୍ତ ଅମ୍ବାନୀ କହିଲେ ଯେ ତାଙ୍କର ପ୍ରଥମ ଦରମା ୫୦ ଟଙ୍କା ଥିଲା ଯାହା ସେ ପଙ୍କଜ ଉଦ୍ଧାସ୍ ମ୍ୟୁଜିକ୍ କନସର୍ଟରେ ସ୍ୱଛାସେବି ଭାବେ କମାଇଥିଲେ|

ଶାହାରୁଖ ଖାଁ କହିଥିଲେ ଯେ ସେ ତାଙ୍କର ପ୍ରଥମ ଇନକମରେ ତାଜମହଲ ବୁଲିବାକୁ ଯାଇଥିଲେ|ଏହା ପରେ ଶାହାରୁଖ ଖାଁ ଅନନ୍ତ ଅମ୍ବାନୀଙ୍କୁ ନିଜର ପ୍ରଥମ ଦରମା ବିଷୟରେ ପଚାରିଥିଲେ|ଏହାର ଜବାବ ଦେଇ ଅନନ୍ତ ଅମ୍ବାନୀ ଯାହା କହିଲେ ଶାହାରୁଖ ଖାଁ ଙ୍କ କହିବା ବନ୍ଦ ହୋଇଯାଇଥିଲା|ଶାହାରୁଖ ଖାଁକୁ ଯେତେବେଳେ ଅନନ୍ତ ଅମ୍ବାନୀ ନିଜର ପ୍ରଥମ ଦରମା ୫୦ଟଙ୍କା ବୋଲି କହିଥିଲେ, ଏହା ଶୁଣି ଶାହାରୁଖ ଚୁପ୍ ହେଇଯାଇଥିଲେ ଓ ସମସ୍ତ ଦର୍ଶକ ମଧ୍ୟ ହସିବାକୁ ଲାଗିଲେ|

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *