ଦିଅର ଓ ଭାଉଜ ମଧ୍ୟରେ ହୋଇଯାଇଥିଲା ପ୍ରେମ,କିନ୍ତୁ ଶେଷରେ ଏହି କାରଣ ପାଇଁ ଉଭୟଙ୍କୁ ଜୀବନ ଦେବାକୁ ପଡିଲା,ଜାଣନ୍ତୁ କଣ ରହିଥିଲା ଘଟଣା ପଛରେ ରହସ୍ୟ

ଉତ୍ତରପ୍ରଦେଶର ଫତେପୁର ଜିଲ୍ଲାର ଗାଜିପୁର ଥାନା ଅନ୍ତର୍ଗତ ବ୍ରାହ୍ମଣତାରା ଗ୍ରାମରେ ପ୍ରେମ ପ୍ରସଙ୍ଗ କାରଣରୁ ଦିଅର ଓ ଭାଉଜ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବିକ ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିଥିଲା ଓ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ମୃତକ ସୁନିତା (28) ଙ୍କର ପ୍ରେମ ସମ୍ପର୍କ ଦିଅର ରାମ ମିଲନ(22)ଙ୍କ ସହ ପ୍ରେମ ସମ୍ପର୍କ ଥିଲା । ଏହାମଧ୍ୟରେ ପରିଜନ ଦିଅର ରାମ ମିଲନଙ୍କର ବିବାହ ତୟ କରିଦେଇଥିଲେ। ତାଙ୍କର ବିବାହ ଆଗାମୀ ବର୍ଷ 21 ମେ 2021ରେ ହେବାର ଥିଲା । ଏଥିପାଇଁ ଉଭୟ ଗତକାଲି ରାତିରେ ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ ।

Google

ସ୍ଥାନୀୟ ଲୋକେ ସକାଳୁ ଏହି ଘଟଣା ଦେଖି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କାର୍ଯ୍ୟ ଜାରି ରଖିଛି । ଏହି ଘଟଣା ହେବାପରେ ପରିଜନମାନେ କାନ୍ଦି କାନ୍ଦି ସମୟା ବିତାଉଛନ୍ତି ।

ମୃତକ ଯୁବକଙ୍କର ବଡ଼ ଭାଇ ଓ ସୁନିତାଙ୍କ ପତି ହରିଓମ ପୋଲିସକୁ କହିଛନ୍ତି କି, ତାଙ୍କର ଏକ ତିନିବର୍ଷର ପୁଅ ଓ ୩ମାସର ଝିଅ ରହିଛନ୍ତି । ଛୋଟ ଭାଇ ଓ ପତ୍ନୀଙ୍କ ମଧ୍ୟରେ ବହୁତ ଦିନ ଧରି ପ୍ରେମ ସମ୍ପର୍କ ଚାଲିଆସୁଥିଲା ।

ପୋଲିସ ଏସପି ରାଜେଶ କୁମାରଙ୍କର କହିବା କଥା ହେଲା, ଶଶୁର ଶିବ ବରଣ ଥାନାରେ ଏତଲା ଦେଇଥିଲେ । ଯାହାଉପରେ ପୋଲିସ କାର୍ଯ୍ୟବାହୀ କରୁଛି । କେତେକ ଆଙ୍ଗଲରୁ ଏହି ସୁଇସାଇଡ଼ କେସର ଯାଞ୍ଚ କରାଯାଉଛି ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *