ଫ୍ଲିପକାର୍ଟ କଲା ଫ୍ଲିପଷ୍ଟାର୍ଟ ସେଲ ର ଘୋଷଣା, ମିଳିବ ୮୦ ପ୍ରତିଶତ ରିହାତି,ଜାଣି ନିଅନ୍ତୁ ସମ୍ପୂର୍ଣ ସୂଚନା ଆଉ ଉଠାନ୍ତୁ ଫାଇଦା

ଫ୍ଲିପକାର୍ଟ ଫ୍ଲିପଷ୍ଟାର୍ଟ ନାମରେ ସେଲ ଆରମ୍ଭ କରିଛି। ଏହି ଇ-କମର୍ସ କମ୍ପାନୀ କହିଲେକି ପ୍ରତ୍ୟେକ ମାସର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ତାରିଖରେ ପାଖାପାଖି ସମସ୍ତ କ୍ୟାଟାଗୋରିରେ ରିହାତି ଦେବ।

ସାଧାରଣତଃ ଇ-କମର୍ସ କମ୍ପାନୀ ବର୍ଷର ୩୬୫ ଦିନ ପ୍ରତ୍ୟେକ ଦିନ କିଛି ନା କିଛି ସେଲ ରଖିଥାନ୍ତି। ସେଥିମଧ୍ୟରୁ ଅଧିକାଂଶର ମୂଲ୍ୟରେ ପରିବର୍ତ୍ତନ କରି ସେଲ ନାମରେ ଲୋକଙ୍କୁ ବୋକା ବନାନ୍ତି।

ଅନେକ ଥର ଏମିତି ଦେଖାଯାଇଛିକି ଏହି ଇ-କମର୍ସ ୱେବସାଇଟ ସେଲରେ ୧ ଟଙ୍କା ରିହାତି ଦିଅନ୍ତି। ଅନେକ ଥର ଏମିତି ମଧ୍ୟ ହୋଇଛିକି ବାସ୍ତବ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ଲେଖି ସେଥିରେ ରିହାତି ଲଗାଇଦିଆନ୍ତି।

Google

ନିକଟରେ ଆରମ୍ଭ ହୋଇଥିବା ଫ୍ଲିପକାର୍ଟର ଏହି ଫ୍ଲିପଷ୍ଟାର୍ଟ ସେଲ ବିଷୟରେ କମ୍ପାନୀ କହିଛିିକି ଏହାର ଆରମ୍ଭ ୧ ଡିସେମ୍ବର ୨୦୨୦ରେ ହେବ ଓ ଡିସେମ୍ବର ୩ ପର୍ଯ୍ୟନ୍ତ ଚାଲିବ।

ଫ୍ଲିପକାର୍ଟ ନିଜର ୱେବସାଇଟରେ ଏହି ରିହାତି ଅଫର ବିଷୟରେ କହିଛିି। ଯାହାକି ପ୍ରତ୍ୟେକ କ୍ୟାଟାଗୋରୀରେ ମିଳିବ। ଏଥିପାଇଁ ଖାସ ଲିଡିଂ ପେଜ ପ୍ରସ୍ତୁତ କରାଯିବ।

ଫ୍ଲିପକାର୍ଟ ମୁତାବିକ ଫ୍ଲିପଷ୍ଟାର୍ଟ ସେଲ୍ ସମୟରେ ଗ୍ରାହକ ଇଲେକ୍ଟ୍ରୋନିକ୍ସ ଓ ଏକ୍ସେସୋରିଜ ଉପରେ ୮୦ ପ୍ରତିଶତ ରିହାତି ପାଇବେ। ଲାପଟପ ଉପରେ ୩୦ ପ୍ରତିଶତ ରିହାତି ପାଇବେ।

ଫ୍ଲିପଷ୍ଟାର୍ଟ ସେଲରେ ଇୟରଫୋନ, ୱାୟାରଲେସ ଓ କ୍ୟାମେରା ଉପରେ ରିହାତି ମିଳିବ। ଏହା ବ୍ୟତୀତ ନୋ କଷ୍ଟ ଇଏମଆଇ ମଧ୍ୟ ଉପଲବ୍ଧ ରହିବ। ମୋବାଇଲ ଏକ୍ସେସୋରିଜ ବ୍ୟତୀତ ଏସି, ଟିଭି ଓ ଅନ୍ୟ ଜିନିଷ ଉପରେ ୫୦ ପ୍ରତିଶତ ରିହାତି ମିଳିବ।

ଇଲେକ୍ଟ୍ରୋନିକ୍ସ ଜିନିଷ ବ୍ୟତୀତ ଫୁଟ ୱେୟର ଓ କ୍ଳଦିଂ କ୍ୟାଟାଗୋରୀରେ ମଧ୍ୟ ଗ୍ରାହକଙ୍କୁ ରିହାତି ମିଳିବ। ବ୍ୟୁଟି, ସ୍ପର୍ତ୍ସ ଓ ଫର୍ନୀଚର୍ କ୍ୟାଟାଗୋରୀ ଉପରେ ସେଲ ଲାଗୁ ହେବ।

ଆପଣଙ୍କ ପାଇଁ ଟିପ୍ସ:-

ଆପଣଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିପ୍ସ ଫୋଲୋ ପୂର୍ବରୁ ଏମିତି କରନ୍ତି। କିନ୍ତୁ ଯେଉଁ ଲୋକମାନେ ସେଲ ଉପରେ ଆଖି ବନ୍ଦ କରି ଭରସା କରନ୍ତି ଓ ସେମାନଙ୍କୁ ଏହି କମନ ଟିପ୍ସ ଫୋଲୋ କରିବାକୁ ହେବ।

ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ କମନ ଟିପ୍ସ ଅଛି। ଯେ କୌଣସି ସେଲ ସମୟରେ କ୍ରୟ କରିବା ପୂର୍ବରୁ, ପ୍ରାୟ ପ୍ରତ୍ୟେକ ବିଶ୍ୱସନୀୟ ଇ-କମର୍ସ ୱେବସାଇଟରେ ସେହି ମୂଲ୍ୟ ସହିତ ମ୍ୟାଚ କରନ୍ତୁ। ଅନେକ ଥର ଏହା ଦେଖାଯାଇଛିଯେ ଏକ ୱେବସାଇଟରେ ସେଲ ସମୟରେ ଏକ ଉତ୍ପାଦ ଉପଲବ୍ଧ, କିନ୍ତୁ ସେଲ ବିନା ଅନ୍ୟ ୱେବସାଇଟ କିମ୍ବା ଷ୍ଟୋର ତୁଳନାରେ ଏହା ଶସ୍ତା ଅଟେ।

Google

ରିହାତି ଅଫରଗୁଡିକର ମଧ୍ୟ ଅନେକ ଅର୍ଥ ରହିଛି। ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଏଥିରେ କାର୍ଡ ଅଫର ଯୋଗ କରନ୍ତି। ଉଦାହରଣ ସ୍ୱରୂପ, ଏଚଡିଏଫସି କାର୍ଡ ବ୍ୟବହାରକାରୀଙ୍କୁ ଦିଆଯାଇଥିବା ୧୦ ଶତକଡ଼ା ରିହାତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ସେଥିପାଇଁ କୌଣସି ସେଲ ସମୟରେ ଆପଣ କେବଳ ଏହା ଦେଖି କିଣା କିଣି କରନ୍ତୁ ନାହିଁ। କାରଣ ଏଠାରେ ଆପଣଙ୍କୁ ଅଧିକାଂଶ ଜିନିଷ ଶସ୍ତାରେ ମିଳିପାରେ। ଅନ୍ୟ ଏକ ୱେବସାଇଟ କିମ୍ବା ଆପଣଙ୍କ ଷ୍ଟୋରି ଉପରେ ଜିନିଷ ଶସ୍ତାରେ ମିଳୁଅଛି ଓ ତାହା ବିନା ସେଲର ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *