ଭାରତ-ଅଷ୍ଟ୍ରେଲିଆ ମ୍ୟାଚ: ବୀରେନ୍ଦ୍ର ସେହୱାଗ ଭାରତୀୟ ବୋଲରଙ୍କର ଉଡାଇଲେ ମଜାକ୍ ,କହିଲେ ଆସନ୍ତା ମ୍ୟାଚରେ ୪୦୦ ରନ ଦେବେ,ଜାଣନ୍ତୁ କଣ କଣ କହିଛନ୍ତି ସେହୱାଗ

ଭାରତୀୟ ଦଳ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିଥିଲେ, ସମସ୍ତ ଏକ୍ସପର୍ଟ ଭାରତୀୟ ବୋଲିଙ୍ଗ୍ ଆକ୍ରମଣକୁ ବହୁତ ମଜଭୁତ ଭାବୁଥିଲେ|ସମସ୍ତଙ୍କୁ ଲାଗୁଥିଲା କି ବୁମରା,ସାମି,ନବଦୀପ ସୈନି ଭଳି ବୋଲିଙ୍ଗ୍ ରେ ଅଷ୍ଟ୍ରେଲିଆ ଧରାଶାୟୀ ହେବ, କିନ୍ତୁ ସବୁ ଓଲଟପାଲଟ ହୋଇଗଲା|ଭାରତୀୟ ଦଳ ଏକଦିବସୀୟ ଦୁଇଟି ମ୍ୟାଚ ଖରାପ ବୋଲିଙ୍ଗ ଫଳରେ ହାରିଲେ ଓ ସିରିଜ୍ ମଧ୍ୟ ହାରିଲେ|ସିରିଜ୍ ହାରିବା ପରେ ଭାରତୀୟ ବୋଲିଙ୍ଗ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଓ ବୀରେନ୍ଦ୍ର ସେହୱାଗ ଭାରତୀୟ ବୋଲର୍ ଙ୍କୁ କଡା ସମାଲୋଚନା କରିଛନ୍ତି |

Google

ସେହୱାଗ ଭାରତୀୟ ବୋଲର୍ ଙ୍କୁ କଡା ସମାଲୋଚନା-

ଭାରତ-ଅଷ୍ଟ୍ରେଲିଆ ସିରିଜରେ କମେଣ୍ଟ୍ରି କରୁଥିବା ବୀରେନ୍ଦ୍ର ସେହୱାଗ ଖରାପ ବୋଲିଙ୍ଗର କଡା ସମାଲୋଚନା କରିଥିଲେ|କମେଣ୍ଟ୍ରି କରୁଥିବା ସମୟରେ ସେହୱାଗ କହିଲେ ଯେ – ଯେଉଁଭଳି ଭାବେ ଭାରତୀୟ ଦଳ ବୋଲିଙ୍ଗ୍ କରୁଛନ୍ତି, ଏହାକୁ ଦେଖିକି ଏମିତି ଲାଗୁଛି ସେ ତୃତୀୟ ଏକଦିବସୀୟ ରେ ୪୦୦ରନ୍ ବନାଇଦେବେ |ସେ ମଧ୍ୟ ଆହୁରି କହିଛନ୍ତି ଯେ-୩୯୦ ରନ୍ ଲକ୍ଷ୍ୟ କେଵଳ ଭାରତୀୟ ବୋଲିଙ୍ଗ୍ ହାସଲ କରିପାରିବେ|ଅଷ୍ଟ୍ରେଲିଆ ର ବୋଲିଙ୍ଗ୍ ବହୁତ ମଜଭୁତ ଓ ଲକ୍ଷ୍ୟ ବଞ୍ଚାଇବାକୁ ଜଣାଶୁଣା|

ଅନ୍ୟ ଏକଦିବସୀୟ ମ୍ୟାଚ ରେ ମଧ୍ୟ ଖରାପ୍ ବୋଲିଙ୍ଗ୍-ଏଠାରେ କହିରଖେ ଯେ ସେହୱାଗ ଓ ଅନ୍ୟ ଏକ୍ସପର୍ଟ ଏଥିପାଇଁ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି କାହିଁକି ନା ପ୍ରକୃତରେ ସେମାନେ ଖରାପ ପ୍ରଦର୍ଶନ କରିଛନ୍ତି|ବୁମରା,ସାମି ଭଳି ବିଶ୍ୱସ୍ତରୀୟ ବୋଲର ବହୁତ ସହଜ ମନେହେଲା|ସାମି ୯ ଓଭରରେ ୭୩ ରନ୍ ଦେଲେ|ବୁମରା ରନ୍ ଲୁଟାଇବାରେ ଆଗରେ ଥିଲେ,ସେ ୭୯ ରନ୍ ଦେଲେ|ନବଦୀପ ସୈନୀ ୭୦ ରନ୍ ଦେଇଥିଲେ|ଚହଲ ୭୧ ରନ୍ ଦେଲେ|ଆଇପିଏଲ ୨୦୨୦ରେ ଏହି ବୋଲର୍ ବହୁତ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଅଷ୍ଟ୍ରେଲିଆ ଆସୁଆସୁ ହିଁ ଏମାନଙ୍କ ଫର୍ମ ପାଣିପାଗ ଭଳି ବଦଳିଯାଇଥିଲା|

Google

ଭାରତୀୟ ବୋଲିଙ୍ଗ୍ ଅନ୍ୟ ଏକଦିବସୀୟ ମ୍ୟାଚରେ ୩୮୯ ରନ୍ କଲା ଓ ଜବାବରେ ଭାରତୀୟ ଦଳ ୩୩୮ ରନ୍ ବନାଇବାରୁ ୫୧ ରନ୍ ରେ ହାରିଲା|ଏହା ସହ ଦଳ ମ୍ୟାଚ ହାରିବା ସହ ସିରିଜ୍ ମଧ୍ୟ ହାରିଲା|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *