ସମ୍ପର୍କରେ ରହିବା ପରେ ମଧ୍ୟ ଖରାପ କାମ କରୁଥିଲେ ଏହି ମହିଳା, ବୟ ଫ୍ରେଣ୍ଡ୍ ଜାଣିବା ପରେ ନେଇଗଲା ଜୀବନ,ଜାଣନ୍ତୁ ପୁରା ଘଟଣା

ଇଂଲଣ୍ଡର ପୂର୍ବତନ କେଜ ଫାଇଟର ଆଣ୍ଡ୍ରୟୁ ୱାର୍ଡସବାର୍ଥ ମାନିଛନ୍ତି କି, ନିଶାରେ ସେ ନିଜର ଏକ୍ସ ଗାର୍ଲଫ୍ରେଣ୍ଡର ହତ୍ୟା କରିଦେଇଛନ୍ତି । ଆଣ୍ଡ୍ରୟୁ କହିବା ମୁତାବିକ ଯେତେବେଳେ ତା’ର ଏକ୍ସ ଗାର୍ଲଫ୍ରେଣ୍ଡର ସେକ୍ସ ଲାଇଫ ବିଷୟରେ ସେ ଜାଣିଥିଲେ ସେ ସେତେବେଳେ କ୍ରୋଧିତ ହୋଇ ଏଭଳି ପଦକ୍ଷେପ ଉଠାଇଥିଲେ ।

37 ବର୍ଷର ଆଣ୍ଡ୍ରୟୁଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ମେଲିସା ବେଳାଶ ନିଜେ ମାନିଥିଲେ କି ଯେତେବେଳେ ସେ ରିଲେଶନରେ ଥିଲେ କିଛିସମୟ ପାଇଁ ସେ ସେକ୍ସ କର୍ମଚାରୀ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ । ମେଲିସା ଆଣ୍ଡ୍ରୟୁଙ୍କୁ ଏହାମଧ୍ୟ କହିଥିଲେ କି, ସେ ତାଙ୍କର ଦୁଇ ସମ୍ପର୍କୀୟଙ୍କ ସହିତ ମଧ୍ୟ ଶୋଇଛନ୍ତି ।

Google

32 ବର୍ଷର ମେଲିସା ଆଣ୍ଡ୍ରୟୁଙ୍କୁ ଏହା କହିଥିଲେ କି, ଜଣେ ବ୍ୟକ୍ତି ସହ ତାଙ୍କୁ ଦିନକୁ 2 ଘଣ୍ଟା ବିତାଇବାରେ ବହୁତ ଟଙ୍କା ମିଳୁଥିଲା ଏବଂ ମେଲିସା ସେହି ବ୍ୟକ୍ତିଙ୍କ ସହିତ ଏକସପ୍ତାହ ଧରି ରହିଥିଲେ । ଏହାସହିତ ମେଲିସା ସ୍ୱୀକାର କରିଥିଲେ, ସେ ଆଣ୍ଡ୍ରୟୁଙ୍କ ସହିତ ରିଲେଶନରେ ଥିବା ସମୟରେ ମଧ୍ୟ କେତେକ ପାର୍ଟନରଙ୍କ ସହିତ ଶୋଇସାରିଛନ୍ତି ।

ଆଣ୍ଡ୍ରୟୁ ମାଞ୍ଚେଷ୍ଟର କୋର୍ଟକୁ ନିଜର ଦୋଷ ସ୍ୱୀକାର କରି କହିଥିଲେ କି, ମେଲିସା ଯେତେବେଳେ ତାଙ୍କ ବେଡ଼ରୁମରେ ଥିଲା ସେତେବେଳେ ସେ ଏସବୁ କଥା ଆଣ୍ଡ୍ରୟୁଙ୍କୁ କହିଥିଲା ଓ ଏହାପରେ ଆଣ୍ଡ୍ରୟୁ ନିଶାରେ ଥିବା ଅବସ୍ଥାରେ ଏଭଳି ପଦକ୍ଷେପ ଉଠାଇଥିଲେ। ସେ ଏହାପରେ କହିଥିଲେ, ସେ ବିଲକୁଳ ମେଲିସାଙ୍କୁ ମାରିବାପାଇଁ ଚାହୁଁନଥିଲେ ।

Google

ଆଣ୍ଡ୍ରୟୁ ନିଜ ଉପରେ ଲାଗିଥିବା ଆରୋପର ମଧ୍ୟ ଖଣ୍ଡନ କରିଥିଲେ । ଆରୋପ ହେଉଛି କି, ଆଣ୍ଡ୍ରୟୁ ମେଲିସାଙ୍କ 13 ବର୍ଷର ଝିଅକୁ ମାରିବାପାଇଁ ଧମକ ଦେଉଥିଲେ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *